ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ଆୱାରା ଦିଲ୍’ । ଆମର ମ୍ୟୁଜିକ୍ ଓଡିଆରେ ମୁକ୍ତିଲାଭ କରିଛି ଏହି ରୋମାଂଟିକ୍ ଗୀତଟି । ଯେଉଁଥିରେ ରୋମାନ୍ସ କରିବାରେ ନଜର ଆସିଛନ୍ତି ରାକେଶ କୁମାର୍ ପାଢି ଓ ଶ୍ରଦ୍ଧା ପାଣିଗ୍ରାହି । ବିଘ୍ନାଂଜ୍ ବ୍ୟାଣ୍ଡ ଦ୍ୱାରା ଏହି ଗୀତଟି ପ୍ରସ୍ତୁତ କରାଯାଇଛି । ଯାହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।