Only for Entertainment

ଭଦ୍ରକରୁ କନ୍ୟାକୁମାରୀ ଏବଂ ବାଙ୍ଗାଲୁର ସାଇକଲରେ ଯାତ୍ରା କଲେ ଓଡ଼ିଆ ପୁଅ ।

kanaklifestyle
20

ଦିନ ଥିଲା ଓଡ଼ିଶାର ଖୋର୍ଦ୍ଧା ଜିିଲ୍ଲାର କୁନି ପୁଅ ବୁଧିଆ ସିଂ ଦୌଡ଼ି ଦୌଡ଼ି ଆଥଲେଟରେ ରେକର୍ଡ଼ କରିଥିଲେ । ଯାହା ପରେ ସାରା ଦେଶରେ ସେ ପ୍ରସିଦ୍ଧ ହୋଇ ଯାଇଥିଲେ । ଓଡ଼ିଆର ପ୍ରତି ଘରେ ଘରେ ସେ ପରିଚିତ ହୋଇଥିଲେ । ଏଥିପାଇଁ ସରକାରଙ୍କ ଠାରୁ ହୋଇଥିଲେ ସମ୍ମାନିତ । ତେବେ ନିକଟରେ ସେହିଭଳି କିଛି ପରାକାଷ୍ଠା ଦେଖାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ । କିନ୍ତୁ ସେ ଦୌଡ଼ରେ ନୁହେଁ ବରଂ ବାଇ ସାଇକଲ ଚଳାଇ ଏକ ରେକର୍ଡ଼ କରିଛନ୍ତି ।

ବାସ୍ତବରେ ବିଭୂତି ଭୂଷଣ ପଣ୍ଡା ନାମକ ଜଣେ ଓଡ଼ିଆ ପୁଅ ଭଦ୍ରକରୁ କନ୍ୟାକୁମାରୀ ଏବଂ ବାଙ୍ଗାଲୁର ବାଇ ସାଇକଲରେ ଯାଇଛନ୍ତି । ଯେଉଁଥିରେ ସେ ଇନ୍ଧନ ବଂଚାଇବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ ଟୋବାକୋ ମୁକ୍ତ ଅଂଚଳ ପାଇଁ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More