Only for Entertainment

କେନ୍ଦ୍ରପଡା ସାଂସଦ ଅନୁଭବଙ୍କ ବିରୋଧରେ ଦୁର୍ବ୍ୟବହାରର ଆରୋପ ଆଣିଲେ ମହିଳା ସାମ୍ବାଦିକ

google
86

ଜଣେ ମହିଳା ସାମ୍ବାଦିକ ଆଜି ଅଭିନେତା ତଥା ରଜନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଖରାପ ବ୍ୟବହାର ଦେଖାଇଥିବା ନେଇ ପୁରିଘାଟ ପୋଲିସ ଷ୍ଟେସନରେ ଏଫିଆଇଆର ଦେଇଛନ୍ତି ।

ଖବର ଅନୁସାରେ ମହିଳା ସାମ୍ବାଦିକ ଜଣଙ୍କୁ ନବ ନିର୍ବଚିତ ସାଂସଦ ଅନୁଭବଙ୍କ ଭାଇ ଏବଂ ତାଙ୍କ ସାଙ୍ଗମାନେ ସବୁବେଳେ ଅଶ୍ଳୀଳ କମେଣ୍ଟ କରୁଥିଲେ । ଏହାକୁ ନେଇ ମହିଳା ଜଣଙ୍କ ଅନୁଭବଙ୍କ ଘରକୁ ଜଣାଇବା ପାଇଁ ଯାଇଥିଲେ । କିନ୍ତୁ ଅନୁଭବ ତାଙ୍କ କଥା ବୁଝିବା ପରିବର୍ତ୍ତେ ତାଙ୍କୁ ଖରାପ ବ୍ୟବହାର କରିଥିଲେ ଏବଂ ତାଙ୍କ ଘରୁ ବାହାରିବା ପାଇଁ କହି ଠେଲି ଦେଇଥିଲେ ।

ତେବେ ମହିଳା ଜଣଙ୍କ ଏଫଆଇଆର ଦେବା ପରେ ଅନୁଭବଙ୍କ ବିରୋଧରେ ପୋଲିସ ଧାରା ୨୯୪,୩୫୪ ଏ, ୩୨୩ ଏବଂ ୩୪ ରୁଜୁ କରି କେସ ଫାଇଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More