Only for Entertainment

ଫ୍ୟୁଚର୍ ବ୍ରାଇଡଙ୍କୁ ନେଇ ଏକ ରୋମାଂଟିକ୍ ଗୀତ ଭେଟି ଦେଇଛନ୍ତି ସମ୍ବିତ,ଦେଖନ୍ତୁ !

38

ବିବାହ କରିବାକୁ ଯାଉଛନ୍ତି ଓଲିଉଡ୍ ହ୍ୟାଣ୍ଡସମ୍ ହଙ୍ଗ ସମ୍ବିତ ଆଚାର୍ଯ୍ୟ । ତାଙ୍କୁ ମିଳି ଯାଇଛି ତାଙ୍କ ମନର ମଣିଷ । ଆଉ ସେ ହେଲେ ନନ୍ ଗ୍ଲାମର୍ ଗର୍ଲ ସୟୋନା ମହାପାତ୍ର । ଗତ ବର୍ଷ ଡିସେମ୍ବର ମାସରେ ସମ୍ବିତ ଓ ସୟୋନାଙ୍କ ଏନଗଜମେଂଟ୍ ହୋଇଥିଲା । ଆଉ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଏମାନେ । ହେଲେ ତା ପୂର୍ବରୁ ନିଜର ଏହି ଫ୍ୟୁଚର୍ ବ୍ରାଇଡଙ୍କୁ ନେଇ ଏକ ରୋମାଂଟିକ୍ ଗୀତ ଭେଟି ଦେଇଛନ୍ତି ସମ୍ବିତ । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More