Only for Entertainment

ପ୍ରତିଦିନ ୧ଗ୍ଲାସ ପିଅନ୍ତୁ ଏହି ପାନୀୟ, ୧୦ଦିନରେ କମିପାରେ ୭କିଲୋ ଓଜନ !

nimbuzz
0 129

ମୋଟାପଣ ଏକ ଏଭଳି ସମସ୍ୟା ଅଟେ, ଯାହା ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଗଲାଣି । ଓଜନ କମାଇବା ପାଇଁ ଲୋକମାନେ ଅନେକ ଏକ୍ସରସାଇଜ ଏବଂ ଔଷଧ ବ୍ୟବହାର କରନ୍ତି । ମାତ୍ର ଏଥିରୁ କିଛି ଫାଇଦା ହୋଇନଥାଏ । ଓଜନ ବଢିବା କିମ୍ବା ମୋଟାପା ଆସିବା କେବଳ ଖାଇବା ପିିବା ନୁହେଁ ଖରାପ ଦିନଚର୍ଯ୍ୟା ମଧ୍ୟ ଅଟେ । ମୋଟାପଣ ଦୂର କରିବା ଲାଗି ଡାଏଟିଂ ଉତ୍ତମ ବୋଲି ଅନେକ ମାନନ୍ତି, ମାତ୍ର ଏହା ସ୍ଥାୟୀ ନୁହେଁ ଏବଂ ଏହାର ପ୍ରଭାବ ମଧ୍ୟ ଧୀରେ ଧୀରେ ଶରୀର ଉପରେ ପଡିଥାଏ । ଶୀଘ୍ର ମୋଟାପଣ ଏବଂ ଓଜନ କମାଇବା ପାଇଁ ସାଧାରଣ ଘରୋଇ ଉପଚାର ରହିଛି । ଯାହାଦ୍ୱାରା ଆପଣ ଏକ୍ସରସାଇଜ ଏବଂ ବିନା ଡାଏଟିଂରେ ନିଜର ଓଜନ କମାଇ ପାରିବେ ।

ଫ୍ୟାଟ କଟର ଡ୍ରିଙ୍କ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ

. ୧କପ ପାଣି
. ୧ଚାମଚ ଜୀରା
. ଅଧା ଲେମ୍ବୁ
. ଏକ ଚାମଚ ମହୁ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପାତ୍ରରେ ପାଣି ଢାଳି ଫୁଟାନ୍ତୁ । ଅଳ୍ପ ଫୁଟାଇଲା ପରେ ଏଥିରେ ଜୀରା ପକାଇ ୧୦ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଏକ ଗ୍ଲାସ ଏହାକୁ ଢାଳନ୍ତୁ । ଏହାପରେ ଏକ ଚାମଚ ମହୁ ଏବଂ ଲେମ୍ବୁ ପକାଇ ଭଲ ଭାବେ ଗୋଳାଇ ନିଅନ୍ତୁ । ଏହାପରେ ଏହାକୁ ଗରମ ଚା’ ଭଳି ପିଅନ୍ତୁ ।

କଣ ରଖିବେ ଧ୍ୟାନ

ଏହି ପାନୀୟ ପିଇବା ସମୟରେ ଗୋଟେ କଥା ଧ୍ୟାନରେ ରଖନ୍ତୁ ଯେ ପାଣିରେ ଥିବା ଜୀରାକୁ ପିଅନ୍ତୁ ନାହିଁ ଏହାକୁ ଚୋବାଇ ଖାଆନ୍ତୁ । ଯଦି ଆପଣଙ୍କୁ ଜୀରା ଖାଇବା ପସନ୍ଦ ନାହିଁ ତେବେ ଆପଣ ଜୀରା ପାଉଡର ମଧ୍ୟ ବ୍ୟବହାର କରିପାରିବେ । ଏହା ଖାଇଲା ପରେ ୨ଘଂଟା ପର୍ଯ୍ୟନ୍ତ କିଛି ଖାଦ୍ୟ ଖାଇବେ ନାହିଁ କି ପିଇବେ ନାହିଁ । କେବଳ ଦିନରେ ଗୋଟେ ଥର ଏହାକୁ ଖାଲି ପେଟରେ ସେବନ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More