Only for Entertainment

ରିଲିଜ ହେଲା ଫିଲ୍ମ ‘ପାଗଳପନ୍ତି’ର ଡାୟଲଗ ପ୍ରମୋ ଭିଡିଓ, ଦେଖିବାକୁ ମିଳିଲା କମେଡିର ତଡକା

The Alayaran
37

ଟ୍ରେଲର ଓ ଗୀତ ଜାରି କରିବା ପରେ ଅପକମିଂ କମେଡି ଡ୍ରାମା ଫିଲ୍ମ ‘ପାଗଳପନ୍ତି’ର ଗୋଟେ ପରେ ଗୋଟେ ଡାଇଲଗ ପ୍ରମୋ ରିଲିଜ କରୁଛି ପ୍ରଡକ୍ସନ ହାଉସ । ପ୍ରଥମ ଡାଇଲଗ ପ୍ରମୋ ହିଟ ହେବା ପରେ ଏବେ ସାମ୍ନାକୁ ଆସିଛି ଦ୍ୱିତିୟ ପ୍ରମୋ ।ଯେଉଁଥିରେ ଷ୍ଟାରସଙ୍କ ଝଲକ ଓ ହାଲକା ଫୁଲକା ଡାଇଲଗ ଦେଖିବାକୁ ମିଳିଛି ।

ଫିଲ୍ମରେ ମୁଖ୍ୟ ଭୁମିକାରେ ଜନ ଆବ୍ରାହମ. ଅନୀଲ କପୁର, ଫୁଲକିତ ସମ୍ରାଟ, ଅରଶଦ ୱାରସୀ, ଇଲିଆନ ଡିକ୍ରୁଜ, ଉର୍ବଶୀ ରୌତେଲା, କ୍ରିତି ଖରବନ୍ଧା ପ୍ରମୁଖ ଭୁମିକାରେ ଅଭିନୟ କରିଛନ୍ତି । ଅନୀସ ବାଜମୀଙ୍କ ନିର୍ଦ୍ଦେଶିତ ‘ପାଗଲପନ୍ତି’ ନଭେମ୍ବର ୨୨ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More