Only for Entertainment

ଫେସବୁକ ବ୍ୟବହାରକାରୀଙ୍କୁ ଦେବାକୁ ପଡ଼ିପାରେ ଟଙ୍କା ।

india.com
0 87

ମାର୍କ ଜକରବର୍ଗ କହିଥିଲେଯେ ଫେସବୁକ ସବୁବେଳ ପାଇଁ ଫ୍ରି ରହିବ । ଏହା ସହିତ ଏହାର ମୁଖିଆ କହିଥିଲେଯେ ଏହାର ଏକ ପେଡ ଭର୍ସନ ଆଣିବା ସମ୍ଭାବନା ଉପରେ ବିଚାର କରାଯାଇପାରେ । ଏବେ ନିକଟରେ ଏକ ରିପୋର୍ଟରେ କୁହାଯାଇଛିଯେ ଖୁବଶୀଘ୍ର ଫେସବୁକର ଏକ ପେଡ ଭର୍ସନ ଲଂଚ କରାଯାଇପାରେ ।

ବ୍ଲମବର୍ଗର ଏକ ରିପୋର୍ଟ ଅନୁସାରେ ଫେସବୁକର ଏକ ସବସ୍କ୍ରିପସନ ବେଷ୍ଡ ମଡେଲ ପାଇଁ ରିସର୍ଚ ଜାରି ରହିଛି । ଏହା ଦ୍ୱାରା ଅନୁମାନ କରାଯାଇପାରିବଯେ ୟୁଜର ନିଜ ପ୍ରାଇଭେସି ପାଇଁ ଟଙ୍କା ଦେବାକୁ ରାଜି ଅଛନ୍ତି ନା ନାହିଁ । କିନ୍ତୁ ଫେସବୁକର ପ୍ରବକ୍ତା ଏହା ବିଷୟରେ କିଛି ଘୋଷଣା କରିନାହାଁନ୍ତି ।

ଆମେରିକାର ସିନେଟରେ ଜଳରବର୍ଗଙ୍କୁ ଯେତେବେଳେ ଏହି ବିଷୟରେ ପ୍ରଶ୍ନ କରାଯାଇଥିଲା ସେ କହିଲେଯେ ଏହାର ଏକ ଫ୍ରି ଭର୍ସନ ସବୁବେଳେ ରହିବ କିନ୍ତୁ ଏକ ପେଡ ଭର୍ସନ ବିଷୟରେ ଚିନ୍ତା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More