Only for Entertainment

ପାକିସ୍ତାନର ନୃସଂଶ ଭିଡିଓ ଭାଇରାଲ , ସାଧାରଣ ଲୋକଙ୍କ ଉପରେ ବର୍ଷାଇଲେ ଗୁଳି !

160

ଫ୍ରିି ବଲୁଚିସ୍ତାନ ମୁଭମେଂଟ ତରଫରୁ ଏକ ଭୟାନକ ଏବଂ ଆଶ୍ଚର୍ଯ୍ୟ କରିଦେବା ଭିଡିଓ ସାମ୍ନାକୁ ଆସିଛି । ଏହାକୁ ବିଗର ବଲୋଚ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲର ଶେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଭଳି ପାକିସ୍ତାନ ସେନା ଜଣେ ସାଧାରଣ ଲୋକକୁ ହତ୍ୟା କରୁଛନ୍ତି ।

ହତ୍ୟା କରିବା ପାଇଁ ସେନା ବ୍ୟକ୍ତିକୁ ଘୋଷାଡି ଘର ବାହାରକୁ ଆଣିଛନ୍ତି । ଏହି ଅମାନବିକତା ଭିଡିଓରେ ପାକିସ୍ତାନ ସେନ । ବ୍ୟକ୍ତିକୁ ଘୋଷାଡି ବାହାରକୁ ଆଣି , ତାଉପରେ ଗୁଳି ବର୍ଷା କରିଛନ୍ତି । ବ୍ୟକ୍ତି ପରିଚୟ ଜାଣି ହୋଇନାହିଁ ।

 

ଏହି ଭିଡିଓରୁ ବଲୁଚିସ୍ତାନର ଲୋକଙ୍କ ପରିସ୍ଥିତି ପରିଷ୍କାର ଜଣା ପଡିଛି । ଏହାମଧ୍ୟ ଜଣା ପଡିଛି ଯେ ପାକିସ୍ତାନ ଆର୍ମି କିଭଳି ନୃଶଂସ ଭାବେ ବ୍ୟବହାର କରୁଛନ୍ତି । ଫ୍ରିବଲୋଚର କାର୍ଯ୍ୟକତା ପାକିସ୍ତାନ ଏଜେନ୍ସିଙ୍କ ଦ୍ୱାରା ବଲୁଚିସ୍ତାନ ଲୋକଙ୍କ ଉପରେ ଲଗାତାର ହେଉଥିବା ହତ୍ୟାକୁ ନେଇ କଡା ବିରୋଧ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More