Only for Entertainment

ଭାରତ ଠାରୁ ହାରିବା ପରେ ପାକିସ୍ତାନ ଫ୍ୟାନଙ୍କ ମଜାଦାର ଭିଡ଼ିଓ ଦେଖି ହସି ହସି ଗଡ଼ିଯିବେ ।

punjabkesari
76

କ୍ରିକେଟ ୱାର୍ଲଡ କପ ୨୦୧୯ ରବିବାରକୁ ଇଂଲଣ୍ଡର ଓଲଡ ଟ୍ରେଫଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଶୋଚନୀୟ ଭାବରେ ପାକିସ୍ତାନ ହାରିବା ପରେ ପାକିସ୍ତାନ ଫ୍ୟାନ୍ସଙ୍କ ରାଗ ନାକ ଉପରେ ।

ଭାରତ ଠାରୁ ହାରିବା ପରେ ସୋସିଆଲ ମିଡିଆରେ ସମସ୍ତଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଲା । ଗୋଟିଏ ପାଶ୍ୱର୍ରେ ଭାରତୀୟ କ୍ରିକେଟ ଟିମ ଜିତିବା ପରେ ଖୁସିରେ ଫ୍ୟାନ ଟିମକୁ ମଜାଦାର ଟ୍ୱିଟ କରୁଥିବା ବେଳେ ଅନ୍ୟ ପାଶ୍ୱର୍ରେ ହାରିଥିବାରୁ ପାକିସ୍ତାନ ଫ୍ୟାନ୍ସ କ୍ରୋଧ ଦେଖାଇବାରେ କୌଣସି ସୁଯୋଗ ହାତଛଡ଼ା କରିନାହାଁନ୍ତି । ଏହାକୁ ନେଇ ଭାଇରାଲ ହେଉଥିବା ଭିଡ଼ିଓକୁ ଦେଖି ଲୋକ ହସି ହସି ଗଡ଼ି ଯାଉଛନ୍ତି । ଭିଡ଼ିଓକୁ ଏତେ ମାତ୍ରାରେ ପସନ୍ଦ କରାଯାଉଛିଯେ ବାରମ୍ବାର ଶେୟାର କରାଯାଉଛି ।

 

ପାକିସ୍ତାନ ହାରିବାରୁ କେବଳ ଯୁବ ଗୋଷ୍ଠି ନୁହେଁ ବରଂ ବୟସ୍କ ମାନଙ୍କୁ ମଧ୍ୟ କଷ୍ଟ ଲାଗିଛି । ଯାହାର ପ୍ରତିକ୍ରିୟା ସବୁ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More