Only for Entertainment

ଲଂଚରେ ପ୍ରସ୍ତୁତ କରନ୍ତୁ ପାଳଙ୍ଗ କୋବି ତରକାରି

Archana's Kitchen
0 55

ସାମଗ୍ରୀ-

ତେଲ- ୨ ଚାମଚ
ଜୀରା- ଅଧ ଚାମଚ
ଅଦା-ରସୁଣ ପେଷ୍ଟ- ୧ ଚାମଚ
ପିଆଜ- ୯୦ ଗ୍ରାମ
ହଳଦୀ- ୧ ଚାମଚ
ଫୁଲକୋବି- ୪୨୫ ଗ୍ରାମ
ଲଙ୍କା ଗୁଣ୍ଡ- ଅଧ ଚାମଚ
ଟମାଟେ ପ୍ୟୁରି- ୨୦୦ ଗ୍ରାମ
ପାଣି- ୧୧୦ ମିଲି
ପାଲଙ୍ଗ- ୧୦୦ ଗ୍ରାମ
ଲୁଣ- ୧ ଚାମଚ
ଗରମ ମସଲା- ୧ ଚାମଚ
ଧନିଆ- ଗାର୍ନିଶ କରିବା ପାଇଁ

ପ୍ରଣାଳୀ-

କଢେଇରେ ୨ ଚାମଚ ତେଲ ପକାନ୍ତୁ । ତେଲ ଗରମ ହେବାପରେ ସେଥିରେ ଜୀରା ଫୁଟାନ୍ତୁ । ବର୍ତ୍ତମାନ ସେଥିରେ ୧ ଚାମଚ ଅଦା-ରସୁଣ ପେଷ୍ଟ ପକାଇ ୧-୨ ମିନିଟ ଭାଜନ୍ତୁ । ଏହାପରେ ସେ ଥିରେ ପିଆଜ, ଦଳଦୀ, ଲଙ୍କା ଗୁଣ୍ଡ, ପକାଇ ମସଲାକୁ ଭଲଭାବେ କଶନ୍ତୁ । ବର୍ତ୍ତମାନ ଏଥିରେ ଫୁଲକୋବି ପକାନ୍ତୁ । ଏହାପରେ ଟମାଟେ ପୁରୀ ପକାନ୍ତୁ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ୧୧୦ ମିଲି ପାଣି ଦେଇ ଏହାକୁ ୧୦ ମିନିଟ ପାଇଁ ସିଝିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ୧୦୦ ଗ୍ରାମ ପାଳଙ୍ଗକୁ କାଟି ପକାନ୍ତୁ ଏବଂ ଲୁଣ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାକୁ ପୁଣି ୧୦ ମିନିଟ ଘୋଡାଇ ଛାଡି ଦଅନ୍ତୁ । ପାଳଙ୍କ କେବି ତରକାରି ପ୍ରସ୍ତୁତ ହୋଇଗଲା । ବତ୍ତ ର୍ମାନ ଏହା ଉପରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More