Only for Entertainment

କାରଗିଲ ଗର୍ଲରେ ଜାହ୍ନବୀଙ୍କ ବାପା ଚରିତ୍ରରେ ନଜର ଆସିବେ ଏହି ଆକ୍ଟର ।

bollywood tadka
20

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅପକମିଂ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ପାଏଲଟ ଗୁଂଜନ ସକସେନାଙ୍କ ବାୟୋପିକ । ଏବେ ଧୀରେ ଧୀରେ ଫିଲ୍ମର ଷ୍ଟାରକାଷ୍ଟଙ୍କ ଚେହେରା ସାମ୍ନାକୁ ଆସିଛି । ଫିଲ୍ମରେ ଅଙ୍ଗଦ ବେଦୀ ଜାହ୍ନବୀଙ୍କ ଭାଇ ଚରିତ୍ରରେ ନଜର ଆସିବେ ଏବଂ ତାଙ୍କ ବାପା ଚରିତ୍ରରେ ନଜର ଆସିବେ ପଙ୍କଜ ତ୍ରିପାଠୀ ନଜର ଆସିବେ ।

ନିକଟରେ ହିନ୍ଦୁସ୍ତାନ ଟାଇମ୍ସ ସହିତ କଥା ହେଉଥିବା ବେଳେ ପଙ୍କଜ ଏହି କଥା କହିଛନ୍ତି । ଏହା ସହିତ ଜାହ୍ନବୀଙ୍କୁ ନେଇ କହିଛନ୍ତିଯେ ଜାହ୍ନବୀ କାମରେ ଖୁବ ସଚ୍ଚୋଟ । ତେଣୁ ତାଙ୍କୁ ଖୁବ ସମ୍ମାନ ଦେଉଛନ୍ତି ପଙ୍କଜ ।

କହିରଖୁଚୁଯେ ଜାହ୍ନବ ୀଙ୍କ କଜିନ ଏବଂ ସଂଜୟ କପୁରଙ୍କ ଝିଅ ସନାୟା କପୁର ଏହି ଫିଲ୍ମର ସହ ନିର୍ଦ୍ଦେଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More