Only for Entertainment

ଭଉଣୀ ପ୍ରିୟଙ୍କାଙ୍କ ବିବାହର ଅଦେଖା ଫଟୋ ଶେୟାର କଲେ ପରିଣୀତି ଚୋପ୍ରା ।

bollywood tadka
61

୨୦୧୮ରେ ପ୍ରିୟଙ୍କାଚୋପ୍ରା ଆମେରିକାନ ସିଙ୍ଗର ନିକ ଜୋନସଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ଏକ ମାସ ବିତିଗଲାଣି । ଯେହେତୁ ମିଡିଆକୁ ସେହି ସ୍ଥାନକୁ ଯିବାପାଇଁ ଅନୁମତି ମିଳିନଥିଲା ଫ୍ୟାନ୍ସଙ୍କୁ ସେମାନଙ୍କ ଫଟୋ ଦେଖିବାକୁ ମିଳିନଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ କିଛି କିଛି ଫଟୋ ସାମ୍ନାକୁ ଆସିଛି । ତାହା ଅବଶ୍ୟ ହାତଗଣତି । ଏହି ମଧ୍ୟରେ ପ୍ରିୟଙ୍କାଙ୍କ ଭଉଣୀ ପରିଣୀତି ଚୋପ୍ରା ପ୍ରିୟଙ୍କାଙ୍କ ବିବାହ ସମୟର କିଛି ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ପ୍ରିୟଙ୍କା ଖୁବ ସୁନ୍ଦର ଦେଖାଯାଉଛନ୍ତି ।

ଏକ ଫଟୋରେ ନିକଙ୍କୁ ପରିଣୀତି ହଳଦୀ ଲଗାଉଥିବାର ନଜର ଆସିଛି । ଖାସକଥା ହେଉଛି ଫଟୋରେ ଶାଳୀ ଭିଣୋଇଙ୍କ ଜବରଦସ୍ତ ବଣ୍ଡିଂ ସାମ୍ନାକୁ ଆସିଛି ।

ଏହି ଫଟୋରେ ପ୍ରିୟଙ୍କା ମେହେନ୍ଦୀ ଲଗାଇଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More