Only for Entertainment

ଯଦି ଆପଣଙ୍କ ଶରୀରର କୌଣସି ଅଙ୍ଗରେ ଏହିଭଳି କମ୍ପନ ହେଉଛି ତେବେ ସାବଧାନ,ଆପଣ ପାର୍କିନସନର ଶୀକାର ।

Griswold Home Care
0 41

ଗବେଷକଙ୍କ ଅନୁସାରେ ରେଟିନା ପତଳା ହେବାର କାରଣ ମସ୍ତିଷ୍କର ସେହି କୋଷକୁ କ୍ଷତି ପହଂଚାଇବାରୁ ହୋଇଥାଏ ଯାହା ଡୋପାମାଇନ ନାମକ କମ୍ପାଉଣ୍ଡ ଉତ୍ପତ୍ତି କରିଥାଏ । ଏହି କମ୍ପାଉଣ୍ଡ ଗତିବିଧିରେ ସାହାଯ୍ୟ କରିଥାଏ । ଦକ୍ଷିଣ କୋରିଆର ସିଓଲ ନେସନାଲ ୟୁନିଭର୍ସିଟିର ପ୍ରଫେସର ଜି ୟଙ୍ଗ ଲି’ଙ୍କ କହିବା ଅନୁସାରେ ଆମର ଏହା ପ୍ରଥମ ଅଧ୍ୟାୟ ଯାହା ରେଟିନାର ପତଳା ହେବା ଏବଂ ଏହି ରୋଗ ବଢୁଥିବା ବିପଦ ମଧ୍ୟରେ ଥିବା ସଂଯୋଗକୁ ଦର୍ଶାଇଥାଏ । ପତଳା ରେଟିନା ରୋଗର ଗମ୍ଭୀରତାର ସଙ୍କେତ ହୋଇପାରେ । ଆଖିର ସାମାନ୍ୟ ଅନୁଧ୍ୟାନରେ ପାର୍କିନସନର ପ୍ରାରମ୍ଭିକ ଅବସ୍ଥା ଜାଣି ହେବ ।

ଆୟୁର୍ବେଦିକ ଉପଚାର ମାଧ୍ୟମରେ ପାର୍କିସନର ପ୍ରାକୃତିକ ଉପଚାର କରାଯାଇ ପାରିବ,ଯାହା ଦ୍ୱାରା ରୋଗରୁ ମୁକ୍ତି ମିଳି ଶରୀର ସଂପୂର୍ଣ୍ଣ ସୁସ୍ଥ ହୋଇ ପାରିବ । କାରଣ ଆୟୁର୍ବେଦିକ ଉପଚାର ତଥ୍ୟ ଉପରେ ଆଧାରିତ ହୋଇଥାଏ ।

ପେନସିଲ୍ୱନିଆ ଷ୍ଟେଟ ୟୁନିଭର୍ସିଟି କଲେଜ ଅଫ ମେଡିସିନ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ବ୍ରାହ୍ମୀ ମଂଜିର ପାଉଡର ଏଥିପାଇଁ ଖୁବ ଲାଭଦାୟକ । ଏହା ରୋଗକୁ ଦୂର କରେ ଏବଂ ମସ୍ତିଷ୍କକୁ କ୍ଷତିରୁ ବଂଚାଇଥାଏ ।

ହଳଦୀକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଇଥାଏ ତାହା ନୁହେଁ ବରଂ ଏହା ଏକ ଔଷଧ ମଧ୍ୟ । ଏଥିରେ ଖୁବ ଲାଭକାରୀ ଗୁଣ ଭରପୂର ମାତ୍ରାରେ ରହିଛି । ଏଥିରେ ଥିବା ଗୁଣକୁ ଅଣଦେଖା କରାଯାଇ ପାରିବ ନାହିଁ । ରିସର୍ଚ ଅନୁସାରେ ହଳଦୀରେ ଥିବା କରକ୍ୟୁମିନ ପାର୍କିନସନର ନାମକ ରୋଗକୁ ଦୂର କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More