Only for Entertainment

ପ୍ଲେନରେ ମୋଜା ଗନ୍ଧରେ ଚିନ୍ତିତ ହେଲେ ଯାତ୍ରୀ,ତତ୍କାଳୀନ ଲ୍ୟାଣ୍ଡ ହେଲା ପ୍ଲେନ ।

punjab kesari
0 37

ଆମେରିକାର ଏକ ପ୍ଲେନରେ ଯାତ୍ରୀମାନେ ମୋଜା ଗନ୍ଧରେ ଏତେ ପରିମାଣର ଚିନ୍ତିତ ହେଲେଯେ ବିମାନକୁ ତତ୍କାଳୀନ ଲ୍ୟାଣ୍ଡ କରିବାକୁ ପଡ଼ିଲା । ସ୍ପ୍ରିଟ ଏୟାରଲାଇନ୍ସର ବିମାନରେ ଯାତ୍ରୀମାନେ ଗନ୍ଧ ହେଉଥିବା ମୋଜାକୁ ନେଇ କମ୍ପେନ କରିବାରୁ ବିମାନକୁ ସାଉଥ କେରୋଲିନାରେ ଲ୍ୟାଣ୍ଡ କରିବାକୁ ପଡ଼ିଲା । ତଥାପି ୫ ଘଂଟାର ତଦାରଖ ପରେ ମଧ୍ୟ ସେଠାରେ ସେହିଭଳି କିଛି ମିଳିଲା ନାହିଁ । ପରେ ଯାତ୍ରୀ ମାନଙ୍କୁ ଅନ୍ୟ ଏକ ପ୍ଲେନରେ ପଠାଗଲା ।

ଖବର ଅନୁସାରେ ଏହି ମାମଲା ଗୁରୁବାରର । ବିମାନ ରାତି ୮ଟା ୩୦ରେ ବାହାରିଥିଲା । ଅତି କମରେ ୧୦ ଜଣ ଯାତ୍ରୀ ଗନ୍ଧ ହେବା,ଛାତିରେ କଷ୍ଟ ହେବା ଏବଂ ଗଳାରେ ଜଳାପୋଡ଼ା ହେବାର କମ୍ପେ୍ଲନ କଲେ । ବିମାନକୁ ରାତି ୧୦ଟା ୩୦ରେ କେରୋଲାରେ ଲ୍ୟାଣ୍ଡ କରାଗଲା । ଏଥିରେ ୨୨୦ ଯାତ୍ରୀ ଥିିଲେ । ୪ଟା ୪୫ରେ ବିମାନ ଫ୍ଲୋରିଡ଼ାରେ ପହଂଚିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More