Only for Entertainment

ରାମ୍ପରେ ଦେଖିବାକୁ ମିଳିଲା ‘ପତି ପତ୍ନୀ ଔର୍ ୱ’ଙ୍କ ଜଲୱା, ଦେଖନ୍ତୁ ଗ୍ଲାମରସ ଫଟୋ

Mid-Day
42

ରାମ୍ପକୁ ଓହ୍ଲାଇଲେ ‘ପତି ପତ୍ନୀ ଔର୍ ୱ’ । ଆମେ କହୁଛୁ ଅଭିନେତା କାର୍ତିକ୍ ଆର୍ୟନ୍, ଅନନ୍ୟା ପାଣ୍ଡେ ଓ ଭୂମି ପେଡନେକରଙ୍କ କଥା । ରାମ୍ପରେ ଏହି ୩ ଷ୍ଟାରଙ୍କ ଟ୍ରାଡିସନାଲ୍ ଅବତାର ଦେଖିବାକୁ ମିଳିଛି ଫ୍ୟାସନ୍ ଶୋ’ରେ । ଏହି ତିନି ଷ୍ଟାର୍ ନିଜ ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର୍ ୱ’ର ସୁଟିଂ ଜାରି ରଖିଥିବାବେଳେ, ଫ୍ୟାଶନ୍ ଶୋ’ରେ ଦେଖିବାକୁ ମିଳିଛି ଏହି ତିନି ଷ୍ଟାରଙ୍କ ଜଲୱା ।

 

View this post on Instagram

 

PATI,PATNI AUR WOH x ASAL ❤️ . . . #6thDecember #patipatniaurwoh #love #gratitude #asal @kartikaaryan @ananyapanday @asalabusandeep

A post shared by Bhumi✨ (@bhumipednekar) on

b

ରାମ୍ପରେ ଏହି ୩ ଷ୍ଟାର ‘ପତିପତ୍ନୀ ଔର୍ ୱ’ କ୍ୟାରେକ୍ଟରରେ ନଜର ଆସିଛନ୍ତି । ଅଭିନେତା କାର୍ତିକ୍ ଶେରୱାନିରେ ବେଶ୍ ଗର୍ଜିଅସ୍ ନଜର ଆସୁଥିବାବେଳେ, ଅନନ୍ୟାଙ୍କୁ ଇଣ୍ଡୋ- ୱେଷ୍ଟର୍ଣ୍ଣ ଡିଜାଇନ୍ ଲେହଙ୍ଗାରେ ଦେଖିବାକୁ ମିଳିଛି । ସେହିପରି ଏକଦମ୍ ଟ୍ରାଡିସନାଲ୍ ଗେଟଅପରେ ନଜର ଆସିଛନ୍ତି ଅଭିନେତ୍ରୀ ଭୂମି ପେଡନେକର୍ । ଖୁବଶୀଘ୍ର ଏହି ତିନି ଷ୍ଟାରଙ୍କୁ ଏକତ୍ର ଅଭିନୟ ପରଦାରେ ଦେଖିବାକୁ ମିଳିବ ।

 

 

View this post on Instagram

 

PATI,PATNI AUR WOH x ASAL 💕💃🏻✨💋 . . . @kartikaaryan @ananyapanday @asalabusandeep #PatiPatniAurWoh #asalbyabusandeep

A post shared by Bhumi✨ (@bhumipednekar) on

ଫିଲ୍ମ ‘ପତି ପତ୍ନୀ ଔର୍ ୱ’ ବିଷୟରେ କହିବାକୁ ଗଲେ ଏହା ହିନ୍ଦୀ ଫିଲ୍ମ ‘ପତି ପତ୍ନୀ ଔର୍ ୱ’ର ରିମେକ । ଓରିଜିନାଲ ଫିଲ୍ମରେ ସଂଜୀବ କୁମାର, ଦିବ୍ୟା ସିହ୍ନା ଏବଂ ରଂଜୀତା କୌର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମର ଏହି ରିମେକ ଭର୍ସନ ୬ ଡିସେମ୍ବରରେ ପରଦାକୁ ଆସିବ ।

 

View this post on Instagram

 

PATI PATNI AUR WOH x ASAL . . . @asalabusandeep @abujanisandeepkhosla @sandeepkhosla

A post shared by Bhumi✨ (@bhumipednekar) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More