Only for Entertainment

ଦୁଇ ବର୍ଷ ପରେ ‘ଫିର ଭାଗ ଗୟି ହାପି’,ଡବଲ ଧମାକା ସହିତ ଟ୍ରେଲର ରିଲିଜ ।

aajtak
0 60

ଡାଏନା ପେଂଟିଙ୍କ ଫିଲ୍ମ ହାପି ଭାଗ ଜାୟେଗି ପୁଣିଥରେ ଡବଲ ଧମାକାରେ ପରଦାକୁ ଫେରୁଛି । ଏହି ଫିଲ୍ମର ନାମ ଏହିଥର ହାପି ଫିର ଭାଗ ଜାୟେଗି ରଖାଯାଇଛି । ନାମ ପଛରେ ଫିଲ୍ମର କାହାଣୀ ସବୁଠାରୁ ବଡ଼ କାରଣ । କାରଣ ଏପର୍ଯ୍ୟନ୍ତ ଜଣେ ହାପିକୁ ଖୋଜା ଯାଉଥିଲା କିନ୍ତୁ ଏହିଥର ସିକ୍ୱେନ୍ସରେ ଡବଲ ଧମାକା ସହିତ ୨ ଜଣ ହାପି ନଜର ଆସିବେ ।

ଡାଏନା ପେଂଟି ଫିଲ୍ମରେ ହରପ୍ରୀତ କୌର ଏବଂ ସୋନାକ୍ଷୀ ନବପ୍ରୀତ କୌର ଚରିତ୍ରରେ ନଜର ଆସିବେ । ଟ୍ରେଲର ମଜା,ମସ୍ତୀ ଏବଂ ଖୁବ ସାରା କନଫ୍ୟୁଜନରେ ଭରପୂର । ଏହି ଫିଲ୍ମ ୨୪ ଅଗଷ୍ଟକୁ ସିନେମା ଘରେ ରିଲିଜ ହେବ ଏବଂ ଫିଲ୍ମରେ ସୋନାକ୍ଷୀ ସିହ୍ନା,ଜିମି ସେରଗିଲ,ଡାଏନା ପେଂଟି,ଅଲି ଫଜଲ,ଜସି ଗିଲ ଓ ପିୟୁଷ ମିଶ୍ରା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More