Only for Entertainment

ସାବଧାନ ! ଶାରୀରିକ ସମ୍ବନ୍ଧ ଜୀବନ ବି ନେଇପାରେ

Author Love
0 141

ପୁରୁଷ-ନାରୀର ଶାରୀରିକ ସମ୍ବନ୍ଧ ଏକ ଜନ୍ମଗତ ଗୁଣ । ଯେମିତି ଖାଇବା, ପିଇବା, ବୁଲିବା, ଶୋଇବା ଆଦି ଲୋକଙ୍କ ପ୍ରମୁଖ କାମ । ସେହିପରି ଯୌନକ୍ରିୟା ବି ଏକ ସ୍ୱାଭାବିକ କ୍ରିୟା ମଣିଷର । ଏହା ପ୍ରତି ଜୀବ କରିଥାଏ । ହେଲେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଏହି ଶାରୀରିକ ସମ୍ବନ୍ଧ ଜୀବନ ବି ନେଇପାରେ ଏବଂ ମୃତ୍ୟୁର କାରଣ ବି ବନିପାରେ ।
ଏକ ଅନୁଧ୍ୟାନ ପରେ ଡାକ୍ତର ଓ ବିଶେଷଜ୍ଞମାନେ କହିଛନ୍ତି ସାରା ବିଶ୍ୱରେ ଅଚାନକ ଯେତେ ମୃତ୍ୟୁ ହେଉଛି ସେଥିରୁ ୦.୬ ପ୍ରତିଶତ ମୃତ୍ୟୁ ଶାରୀରିକ ସମ୍ବନ୍ଧ ବେଳେ ହୋଇଥାଏ । ସେକ୍ସ ବେଳେ ମୃତ୍ୟୁର କାରଣ ଶାରୀରିକ ଦୁର୍ବଳତା କିମ୍ବା ମନରେ ଥିବା ଆଉ କିଛି ଗଭୀର ସମସ୍ୟା ହୋଇପାରେ । ରିପୋର୍ଟ ଅନୁସାରେ ପ୍ରତି ୧୦ ହଜାରରେ ଜଣେ ସେକ୍ସ ଯୋଗୁଁ ହୃଦଘାତର ଶିକାର ହୋଇଥାଏ । ଶାରୀରିକ ସମ୍ବନ୍ଧବେଳେ ମୃତ୍ୟୁ ବେଶି ବିବାହିତ ଲୋକଙ୍କ କ୍ଷେତ୍ରରେ ବେଶି ଥାଏ ।

ଶାରୀରିକ ସମ୍ବନ୍ଧ କେମିତି ମୃତ୍ୟୁର କାରଣ ହୁଏ ?

  • ଏହା ଏମିତି ହୁଏ କି ଯେତେବେଳେ ବିବାହିତ ଲୋକ ନିଜର ସାଥୀ ଓ ଘରଠାରୁ ଦୂରରେ ଥାଇ ସେକ୍ସ କରିଥାନ୍ତି ।
  • କୈାଣସି ନିଶାପାନ କଲା ପରେ ଶାରୀରିକ ସମ୍ବନ୍ଧ ଯଦି ରଖନ୍ତି ।
  • ସମ୍ବନ୍ଧର ପୂର୍ବରୁ ଯଦି ଭାଏଗ୍ରା ଆଦି ଔଷଧ ସେବନ କରନ୍ତି ।
  • କୈାଣସି ରୋଗର ଚିକିତ୍ସା ଚାଲୁଥିବା ବେଳେ ବା ଶାରୀରିକ ଅସୁସ୍ଥତା ଥିବାବେଳେ ସେକ୍ସ କଲେ ଏହା ଖୁବ୍ ମାରାତ୍ମକ ସାଜିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More