Only for Entertainment

ନିୟମିତ ଶାରୀରିକ ସଂପର୍କ ରଖିବା ଦ୍ୱାରା କପଲ୍ସଙ୍କୁ ମିଳିଥାଏ ଏହି ଫାଇଦା ।

youtube
192

କୁହାଯାଏ ବିବାହରେ ପ୍ରେମ ଏବଂ ଭଲପାଇବାର ଯେତିକି ଆବଶ୍ୟକତା ରହିଛି ଶାରୀରିକ ସଂପର୍କର ମଧ୍ୟ ସେତିକି ଆବଶ୍ୟକତା ରହିଛି । ଏହା ପ୍ରକୃତିର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଭିନ୍ନ ଆକର୍ଷଣ । ଏହା ଦ୍ୱାରା ସଂପର୍କରେ ନିବିଡ଼ତା ଆସିଥାଏ ବୋଲି କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି ଏହା ଦ୍ୱାରା ଶରୀର ସମ୍ବଦ୍ଧୀୟ କିଛି ରୋଗ ଭଲ ହୋଇଥାଏ । ଆସନ୍ତୁ ଆଲୋଚନା କରିବା କେଉଁ ସମସ୍ତ ଫାଇଦା ମିଳିଥାଏ ।

ସେକ୍ସୁଆଲ ହେଲଥ ଏକ୍ସପର୍ଟଙ୍କ ଅନୁସାରେ ସମ୍ବଦ୍ଧ ବନାଇବା ଦ୍ୱାରା ପତି ପତ୍ନୀ ଆକ୍ଟିଭ ରହିଥାନ୍ତି । ଏହା ଦ୍ୱାରା ରୋଗ ହେବାର ଆଶଙ୍କା କମ ହୋଇଯାଏ । କେବଳ ସେତିକି ନୁହେଁ ସେକ୍ସୁଆଲି ଆକ୍ଟିଭ କପଲ୍ସଙ୍କ ମଧ୍ୟରେ ଜର୍ମ,ଭାଏରସ ଏବଂ ଅନ୍ୟ ସଂକ୍ରାମକ ରୋଗ ସୃଷ୍ଟି କରୁଥିବା କାରକ ସହିତ ଲଢୁଥିବା କାରକଙ୍କ ସ୍ତର ଅଧିକ ହୋଇଥାଏ ।

ଏକ୍ସପର୍ଟଙ୍କ କହିବା ଅନୁସାରେ ନିୟମିତ ରୂପରେ ସମ୍ବଦ୍ଧ ବନାଇବା ସମୟରେ କପଲ୍ସଙ୍କ ମଧ୍ୟରେ ଲିବିଡୋ ହରମୋନର ସ୍ତର ବଢିଯାଏ । ଏହା ଦ୍ୱାରା ମହିଳାଙ୍କ ରକ୍ତ ସଂଚାର ଭଲ ହୋଇଥାଏ ।

ରକ୍ତଚାପ ମଧ୍ୟ କମ ହୋଇଥାଏ । ସେକ୍ସୁଆଲ ଇଂଟରକୋର୍ସ ଲୋବର୍ଡ଼ ସେଷ୍ଟୋଲିକ ରକ୍ତଚାପ ପାଇଁ ଦାୟୀ ହୋଇଥାନ୍ତ । କିନ୍ତୁ ଏହା ମାଷ୍ଟରବେସନରେ ହୋଇ ନଥାଏ ।

ଏହା ଦ୍ୱାରା ଏକ ପ୍ରକାରର ବ୍ୟାୟାମ ହୋଇଥାଏ ।ତେଣୁ ମାଂସପେଶୀ ମଜବୁତ ହୋଇଥାଏ । ଏହା ସହିତ ଏମାନଙ୍କର ହାର୍ଟ ରେଟ ମଧ୍ୟ ଭଲ ରହିଥାଏ ।

ଏକ ଅଧ୍ୟୟନ ଅନୁସାରେ ଯେଉଁ କପଲ୍ସ ଗୋଟିଏ ମାସରେ ୨୦ର ୨୧ ଥର ସମ୍ବଦ୍ଧ ବନାଇଥାନ୍ତି ସେମାନଙ୍କ ମଧ୍ୟରେ ପ୍ରୋଷ୍ଟେଟ କ୍ୟାନସରର ଆଶଙ୍କା କମ ରହିଥାଏ ।

ପାର୍ଟନରକୁ ଆଲିଙ୍ଗନ ଏବଂ ସ୍ପର୍ଶ କରିବା ଦ୍ୱାରା ଶରୀରରେ ଭଲ ହରମୋନ ସୃଷ୍ଟି ହୋଇଥାଏ ।ଏହା ଦ୍ୱାରା ବ୍ରେନରେ କେମିକଲ ରିଲିଜ ହୋଇଥାଏ । ତେଣୁ ମୁଡ ଭଲ ରହିଥାଏ ଏବଂ ଚିନ୍ତା ଦୂର ହୋଇଥାଏ ।

ଶୋଇବା ପୂର୍ବରୁ ସଂପର୍କ ରଖିବା ଦ୍ୱାରା ଭଲ ନିଦ ହୋଇଥାଏ । ଏକ୍ସପର୍ଟଙ୍କ କହିବା ଅନୁସାରେ ଅର୍ଗାଜିମ ପରେ ଶରୀରରେ ପ୍ରୋଲାକ୍ଟିନ ବାହାରିଥାଏ,ଯାହା ଦ୍ୱାରା ଭଲ ନିଦ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More