Only for Entertainment

ଅର୍ଶୀ ଖାନଙ୍କ ବିକିନୀ ଫଟୋ ଜିତିଲା ସମସ୍ତଙ୍କ ହୃଦୟ, ଇଂଟରନେଟରେ ହେଲା ଭାଇରାଲ !

0 36

ବିଗବସ ୧୧ରେ ଧମାଲ ମଚାଇଥିବା ଅର୍ଶୀ ଅନେକ ସମୟରେ ଚର୍ଚ୍ଚାରେ ନଜର ଆସନ୍ତି । ସେ କଥା କଥାରେ କିଛି ଏଭଳି କହି ଦିଅନ୍ତି ଯେଉଁ କାରଣରୁ ତାଙ୍କୁ ଲୋକଙ୍କ ଚର୍ଚ୍ଚାର ବିଷୟ ପାଲଟିବାକୁ ପଡିଥାଏ । ମାତ୍ର ଏଥର ସେ ତାଙ୍କର କୌଣସି ବିବାଦିତ ବୟାନ ପାଇଁ ନୁହଁନ୍ତି ବରଂ ତାଙ୍କ ବିକିନୀ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

? Nahi bolna?✌❤

A post shared by Arshi khan (A.K) (@arshikofficial) on

ବିଗବସ ୧୧ରେ ଅର୍ଶୀ ନିଜର ନାଇଟିକୁ ନେଇ ଭଲ ପାଇବା ଦେଖାଇଥିଲେ ମାତ୍ର ଏବେ ସେ ଖରା ଦିନେ ବିକିନୀ ପରିଧାନ କରି ତାପମାତ୍ରା ଆହୁରୀ ବଢାଇ ଦେଇଛନ୍ତି । ଖବର ମୁତାବକ କିଛି ସମୟ ପୂର୍ବେ ନିଜ ଶରୀରରେ ପାଇଁ ଖୁବ ପରିଶ୍ରମ କରିଛନ୍ତି ଏବଂ ଓଜନ ଘଟାଇଛନ୍ତି । ଏହିକାରଣରୁ ଅର୍ଶୀ ଖାନ ସୋସିଆଲ ମିଡିଆରେ ଆସିବା ଜରୁରୀ ଥିଲା । ଅର୍ଶୀ ଖାନ ନିଜ ଇନଷ୍ଟାଗ୍ରାମରେ ଏକ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ଶେୟାର କରିଥିଲେ, ଯେଉଁଥିରେ ଲେଖା ହୋଇଛି , ନେହି ବୋଲନା ।

Sizzling #arshikhan @arshikofficial

A post shared by Bigg Boss 12 (@biggboss_khabri) on

ହେଉ ନା ହେଉ ଅନୁମାନ ଲଗାଯାଉଛି ଯେ ଅର୍ଶୀ ନିଜ ଫ୍ୟାନ୍ସଙ୍କୁ ଏହି ଫଟୋ ଜରିଆରେ କହୁଛନ୍ତି କି ଫଟୋ ବିଷୟରେ କାହାକୁ ନ କହିବା ପାଇଁ କହୁଛନ୍ତି ମାତ୍ର ଏଠାରେ ସେ ଭୂଲି ଯାଉଛନ୍ତି ଯେ ଏହା କାହାକୁ କହିବା ଦରକାର ନାହିଁ । ଫଟୋ ସୋସିଆଲ ମିଡିଆରେ ସମସ୍ତେ ଦେଖିପାରୁଛନ୍ତି । ଏହା ଆପେ ଆପେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଫଟୋ ସହ ଅର୍ଶୀଙ୍କର ଆହୁରୀ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଗୁଡିକରେ ଅର୍ଶୀ ଖାନ ଖୁବ ହଟ ନଜର ଆସୁଛନ୍ତି । ଖାସ କରି ତାଙ୍କ ଟାଟୁ ଅତି ସୁନ୍ଦର ଦିଶୁଛି । ଏଠାରେ ଆମେ କହି ରଖୁଛୁ ଯେ ଅର୍ଶୀ ଖାନ କିଛି ଦିନ ତଳେ ସପନାଙ୍କ ସହ ଡ୍ୟାନ୍ସ କରୁଥିବାର ଖବର ଶୁଣିବାକୁ ମିଳିଥିଲା । ଦୁହେଁ ଗୋଟେ ଗୀତରେ ଡାନ୍ସ କରିଥିଲେ, ଯେଉଁ ଭିିଡିଓକୁ ପ୍ରଶଂସକ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More