Only for Entertainment

ବର୍ଗର ଖାଇ ଲହୁଲୁହାଣ ହୋଇଗଲେ ବ୍ୟକ୍ତି, ଏହା ମଧ୍ୟରୁ ଯାହା ବାହାରିଲା…….. ।

punjabkesari
25

ଯଦି ଆପଣ ମଧ୍ୟ ପିଜା ଏବଂ ବର୍ଗର ଖାଉଛନ୍ତି ତେବେ ଏହି ଖବର ଉପରେ ନଜର ପକାନ୍ତୁ । ପୁଣେର ଜଣେ ବ୍ୟକ୍ତିଙ୍କ ପାଇଁ ବର୍ଗର ଖାଇବା ମହଙ୍ଗା ପଡ଼ିଛି । ବ୍ୟକ୍ତିଙ୍କ ଜୀବନ ଯାଉ ଯାଉ ବଂଚିଛି । ବାସ୍ତବରେ ବ୍ରକ୍ତି ଜଣକ ବର୍ଗର ଖାଇବା ସମୟରେ ସେଥିରୁ କାଚ ବାହାରିଲା । ଏହା ଦ୍ୱାରା ତାଙ୍କ ମୁହଁ ଲହୁଲୁହାଣ ହୋଇଗଲା । ଗ୍ରାହକ ବର୍ଗରକିଙ୍ଗର ଆଉଟଲେଟ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ।

ଖବର ପାଇଁ କହିରଖୁଛୁଯେ ଅଟୋରିକ୍ସା ଡ୍ରାଇଭର ସଜିତ ପଠାନ ଗତ ସପ୍ତାହରେ ସାଙ୍ଗ ମାନଙ୍କ ସହିତ ବର୍ଗର ଖାଇବା ପାଇଁ ଯାଇଥିଲେ । ସେ ଯେପରି ଗୋଟିଏ ଟୁକୁଡ଼ା ଖାଇଛନ୍ତି ତାଙ୍କ ଗଳାରୁଦ୍ଧ ହେବା ଭଳି ଲାଗିଲା ଏବଂ ସେ ଠିକ ଭାବରେ ନିଃଶ୍ୱାସ ନେଇପାରିଲେ ନାହିଁ । କିଛି ସମୟ ମଧ୍ୟରେ ତାଙ୍କ ମୁହଁରୁ ରକ୍ତ ବାହାରିବାକୁ ଲାଗିଲା । ଏହାପରେ ତାଙ୍କ ପାଟିରୁ କାଚ ଟୁକୁଡ଼ା ବାହାରିଲା । ଏହାପରେ ସାଜିଦ ଏବଂ ତାଙ୍କ ବନ୍ଧୁ ବର୍ଗରକିଙ୍ଗ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More