Only for Entertainment

ଏହି ୪ଟି ଉପାୟରେ ଓଠକୁ କରନ୍ତୁ ଗୋଲାପୀ ।

Boldsky.com
0 38

ଗୋଲାପୀ ଓଠ କିଏ ବା ପସନ୍ଦ ନ କରେ । କିନ୍ତୁ ଆଜିକାଲି ଓଠର ଡାର୍କନେସକୁ ନେଇ ସମସ୍ତେ ଚିନ୍ତିତ । ପରିବର୍ତ୍ତନଶୀଳ ଲାଇଫଷ୍ଟାଇଲ,ଭୁଲ ଖାଦ୍ୟପେୟ,ପ୍ରତିଦିନ ଲିପଷ୍ଟିକର ବ୍ୟବହାର,ସ୍ମୋକିଂ ଏବଂ ଅନ୍ୟ କାରଣ ଯୋଗୁଁ ଓଠ କଳା ପଡ଼ିଥାଏ । ଯାହା ଚେହେରାକୁ ଖରାପ କରିଦିଏ । ଆସନ୍ତୁ ଜାଣିବା କିଛି ଟିପ୍ସ ଯାହାକୁ ବ୍ୟବହାର କରି ଡାର୍କ ଓଠକୁ ଗୋଲାପୀ କରିହେବ ।

ଟୁଥବ୍ରଶରେ କେବଳ ଦାନ୍ତକୁ ନହେଁ ବରଂ କଳା ପଡ଼ିଥବା ଓଠକୁ ମଧ୍ୟ ସଫା କରିପାରିବେ ।

ଗ୍ଲିସେରିନ ଏବଂ ଲେମ୍ବୁରସକୁ ମିଶାଇ ଏକ ବୋତଲରେ ରଖନ୍ତୁ । ପ୍ରତିଦିନ ଏହାକୁ ଆପଣ ଓଠରେ ଲଗାନ୍ତୁ । କିଛିଦିନ ପରେ ଆପଣଙ୍କ ଓଠର କଳାରଙ୍ଗ ଦୂର ହୋଇଯିବ ।

ଚିନି ଏବଂ ଲେମ୍ବୁ ରସରେ ଆପଣ ଓଠକୁ ସ୍କ୍ରବ କରିପାରିବେ । ଏହି ସ୍କ୍ରବକୁ ପ୍ରତିଦିନ କରିବା ଦ୍ୱାରା ଧୀରେ ଧୀରେ ଆପଣଙ୍କ ଓଠ ପୂର୍ବଭଳି ହୋଇଯିବ ।

କୋମଳ ଏବଂ ଗୋଲାପୀ ଓଠ ପାଇଁ ଆପଣ ବିଟ୍ ରସ ମଧ୍ୟ ବ୍ୟବହାର କରିପାରିବେ । ଏହା ଦ୍ୱାରା ଧୀରେ ଧୀରେ ଓଠର କଳାରଙ୍ଗ ଦୂର ହୋଇପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More