Only for Entertainment

ପ୍ରିୟଙ୍କା ଓ ନିକଙ୍କୁ ଏହି ଶୁଭେତ୍ସା ଜଣାଇଲେ ପିଏମ ମୋଦି ।

ndtv
27

ପ୍ରିୟଙ୍କା ଓ ନିକଙ୍କ ଦିଲ୍ଲୀ ରିସେପସନରେ ପହଂଚି ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଗ୍ରିଟ କରୁଥିବାର ସମୟର ଫଟୋ ଆମେ ଆପଣଙ୍କ ସହିତ ଶେୟାର କରିଥିଲୁ । ତେବେ ପ୍ରିୟଙ୍କା ଏବଂ ନିକଙ୍କୁ ଅଡ଼ିସିଆଲ ଇଂଷ୍ଟାଗ୍ରାମ ଆକାଉଂଟରେ ଶୁଭେତ୍ସା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । କ୍ୟାପ୍ସନରେ ଲେଖାଅଛି,ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ୱିଶିଙ୍ଗ ୟୁ ହାପି ମ୍ୟାରେଡ ଲାଇଫ ।

 

 

View this post on Instagram

 

Congratulations @priyankachopra and @nickjonas. Wishing you a happy married life.

A post shared by Narendra Modi (@narendramodi) on


ଋିସେପସନ ଦିଲ୍ଲୀର ତାଜ ପ୍ୟାଲେସରେ ରାଖାଯାଇଥିଲା । ପିଏମ ମୋଦିଙ୍କ ବ୍ୟତୀତ ଅନ୍ୟ କେତେକ ଉଚ୍ଚାଧିକାରୀ ବ୍ୟକ୍ତି ଏବଂ ତାଙ୍କ ବନ୍ଧୁ ଓ ପରିବାର ଯୋଗ ଦେଇଥିଲେ ।ପ୍ରିୟଙ୍କା ମଧ୍ୟ ନିକ ଓ ପିଏମ ସହିତ ଉଠାଯାଇଥିବା ଏକ ଫଟୋ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More