Only for Entertainment

ସୌଗନ୍ଧ ହେ ମୁଝେ ଇସ ମିଟ୍ଟି କି, ମେଁ ଦେଶ ନହିଁ ମିଟନେ ଦୁଙ୍ଗା – ପିଏମ ମୋଦି ।

punjabkesari
39

ଆଜି ଭାରତର ଜୱାନଙ୍କୁ ସଲାମ କରିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁଥିରେ ସେ କହିଛନ୍ତି ଆଜି ଦେଶ ସୁରକ୍ଷିତ । ସେ ଭାରତୀୟ ଜନତା ପାର୍ଟିର ବିଜୟ ସଙ୍କଳ୍ପ ଜନସଭାକୁ ସମ୍ବଦ୍ଧିତ କରି କହିଛନ୍ତିଯେ ଜନତାଙ୍କ ଭାବନା, ଉତ୍ସାହ ଏବଂ ସାହସକୁ ମୁଁ ବୁଝିପାରୁଛି ।

ସୌଗନ୍ଧ ହେ ମୁଝେ ଇସ ମିଟ୍ଟି କି ମେଁ ଦେଶ ନହିଁ ମିଟନେ ଦୁଙ୍ଗା, ମେଁ ଦେଶ ନହିଁ ରୁୁକନେ ଦୁଙ୍ଗା, ମେଁ ଦେଶ ନହିଁ ଝୁକନେ ଦୁଙ୍ଗା, ମେରା ବଚ୍ଚନ ହୈ ଭାରତ ମା କା ଶିର ଝୁକନେ ନହିଁ ଦୁଙ୍ଗା

Narendra Modi Prime Minister, India

୨୦୧୪ରେ ବିଜୟ ଶଙ୍ଖନାଦ ଯୁବ ସଙ୍ଗମ ସମୟରେ ମୁଁ ମୋ ହୃଦୟର କଥା ରଖିଥିଲି, ଆଜି ମୋ ଆତ୍ମା କହୁଛି ଆଜି ସେହି ଦିନକୁ ପୁଣିଥରେ ମନେ ପକାଇବା । ଏହା ସହିତ ସେ କହିଛନ୍ତିଯେ ସୌଂଗଦ୍ଧ ହେ ମୁଝେ ଇସ ମିଟ୍ଟି କି ମେଁ ଦେଶ ନହିଁ ମିଟନେ ଦୁଙ୍ଗା, ମେଁ ଦେଶ ନହିଁ ରୁୁକନେ ଦୁଙ୍ଗା, ମେଁ ଦେଶ ନହିଁ ଝୁକନେ ଦୁଙ୍ଗା, ମେରା ବଚ୍ଚନ ହୈ ଭାରତ ମା କା ଶିର ଝୁକନେ ନହିଁ ଦୁଙ୍ଗା ତେବେ ପ୍ରଧାନମନ୍ତ୍ରୀଙ୍କର ଏହି ଅଭିଭାଷଣ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ତେବେ ଏବେ ଆତଙ୍କବାଦ ଆକ୍ରମଣ ପରେ ସାରା ଦେଶରେ ଖୁସିର ମାହୋଲ ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More