Only for Entertainment

ସଡ଼କ ଉପରେ ମହିଳାଙ୍କ ଡ୍ରେସ କାଟିଲେ ପୋଲିସ,ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ।

punajbkesari
0 55

ପୂର୍ବ ତୁର୍କୀସ୍ତାନରେ ପୋଲିସ ଦ୍ୱାରା ଉଇଗୁରୁ ମୁସଲିମ ମହିଳାଙ୍କ ଲମ୍ବା କପଡ଼ାକୁ କାଟି ଦିଆଯାଉଛି । ପୂର୍ବ ତୁର୍କୀସ୍ତାନ ଶିନଜିୟାଙ୍ଗ ନାମରେ ମଧ୍ୟ ପରିଚିତ । ସେଠାରେ ଚୀନ୍ର ପୋଲିସ ରାସ୍ତାରେ ଯାଉଥିବା ଉଇଜୁରୁ ମୁସିଲିମ ମହିଳାଙ୍କର କପଡ଼ାକୁ କଇଂଚିରେ କାଟିଦିଆ ଯାଉଛି । ଡକ୍ୟୁମେଂଟିଂ ଅପରେସନ ଏଗେନ୍ଷ୍ଟ ମୁସଲିମ ସଙ୍ଗଠନର ଖବର ଅନୁସାରେ ଚୀନ ପ୍ରଶାସନ ଦ୍ୱାରା ଏଭଳି କରାଯାଉଛି କାରଣ ସେମାନଙ୍କୁ ଲାଗୁଛିଯେ ଉଇଗୁରୁ ମହିଳାଙ୍କ କପଡ଼ା ଖୁବ ଲମ୍ବା ।

ମହିଳାଙ୍କ ଡ୍ରେସ କଟା ଯାଉଥିବାର କିଛି ଫଟୋ ସାମ୍ନାକୁ ଆସିଛି । ଫଟୋରୁ ଜଣାପଡ଼ୁଛି ଯେଉଁ ମହିଳାଙ୍କ କପଡ଼ା ଅଂଟା ଠାରୁ ଲମ୍ବା ସେମାନଙ୍କ ଡ୍ରେସ କାଟି ଦିଆଯାଉଛି । କୁହାଯାଏଯେ ପୂର୍ବ ତୁର୍କୀସ୍ତାନ ମଧ୍ୟ ଏସିଆର ଏକ ଐତିହାସିକ ସ୍ଥାନ । ବତ୍ତମାନ ଏହା ଉପରେ ଚୀନ ଶାସନ କରୁଛି । ଏହି ଇଲାକା ମୁସଲିମ ବହୁଳ ଇଲାକା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More