Only for Entertainment

ପୋଲିସ କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ ମହିଳା ।

punjabkesari
0 45

ଫରିଦକୋଟ ଗାଁର ମଚାକୀ ମଲ ସିଂରେ ଜଣେ ମହିଳା ଦ୍ୱାରା ଜଣେ ପୋଲିସ କର୍ମଚାରୀ ଗଛରେ ବନ୍ଧା ହୋଇ ପିଟା ଖାଇଛନ୍ତି । ଏହା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

police 2ଫଟୋରେ ସଂପୂର୍ଣ୍ଣ ଭାବରେ ନଜର ଆସୁଛିଯେ କେଉଁଭଳି ଭାବରେ ପୋଲିସ କର୍ମଚାରୀଙ୍କୁ ଗଛରେ ବନ୍ଧା ଯାଇଛି । ଏହା ସହିତ ଜଣେ ମହିଳା ତାଙ୍କୁ ଚାପୁଡ଼ା ମାରୁଛନ୍ତି । ଘଟଣା ଜଣାଯିବା ପରେ ପୋଲିସ ସେଠାରେ ପହଂଚି ନିଜ ସଥେିଙ୍କୁ ବଂଚାଇ ସେଠାରୁ ନେଇ ଯାଇଥିଲେ । ହସ୍ପିଟାଲରେ ଭର୍ତ୍ତି ପିଡ଼ିତାଙ୍କ କହିବା ଅନୁସାରେ ନିଶାରେ ଥିବା କର୍ମଚାରୀ ଜଣକ ତାଙ୍କ ଘରେ ଜବରଦସ୍ତ ପ୍ରବେଶ କରି ତାଙ୍କୁ ଜବରଦସ୍ତୀ କରିବାକୁ ଲାଗିଲା । ଏହି କଥାର ବିରୋଧ କରିବାରୁ ନିଶାଗ୍ରସ୍ତ କର୍ମଚାରୀ ପିଡ଼ିତାଙ୍କ ମୁଣ୍ଡକୁ ଇଟାରେ ମାରି ଫଟାଇ ଦେଇଛି । ଅନ୍ୟ ପକ୍ଷରେ ପୋଲିସ ଏହାକୁ ମିଛ ବୋଲି କହିଛନ୍ତି । ଉଭୟ ପକ୍ଷ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଦୁଇଜଣଙ୍କ ମଧ୍ୟରେ କିଏ ସତ ଏବଂ କିଏ ମିଛ କହୁଛି ତାହା ଯାଂଚ ପରେ ଜଣେ ପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More