Only for Entertainment

ଏହି ଅଭିନେତ୍ରୀ କରିଥିଲେ ଉର୍ବସୀଙ୍କ ଆଧାରର ଫେକ ବ୍ୟବହାର,ସାମ୍ନାକୁ ଆସିଲା କାରଣ ।

youtube
0 59

ଉର୍ବସୀ କିଛି ଦିନ ତଳେ ମୁମ୍ବାଇର ବାନ୍ଦ୍ରା ପୋଲିସ ଥାନାରେ କେସ ଦେଇଥିଲେ । ତାଙ୍କ କେସ ଅନୁସାରେ କେହି ଜଣେ ତାଙ୍କ ଫେକ ଆଧାର ବ୍ୟବହାର କରି ମୁମ୍ବାଇ ହୋଟେଲରେ ରୁମ ବୁକ କରୁଥିଲା ।

ଏକ ମିଡିଆ ରିପୋର୍ଟ ଅନୁସାରେ ଏଭଳି କାମ କରିଥିବା ମହିଳାଙ୍କ ବିଷୟରେ ଜଣାପଡ଼ିଛି । ପୋଲିସ ମହିଳା ଜଣଙ୍କୁ ପଚରାଉଚରା କରିବାରୁ ଜଣାଗଲାଯେ ଆଧାର କାର୍ଡ଼ ତାଙ୍କୁ ଅଟୋରିକ୍ସାରୁ ମିଳିଥିଲା । ଫାଇଭ ଷ୍ଟାର ହୋଟେଲରେ ଆରାମ କରିବା ପାଇଁ ସେ ଏଭଳି କରୁଥିଲେ । ତେବେ ଖବର ମୁତାବକ ମହିଳା ଜଣକ ଜଣେ ଷ୍ଟ୍ରଗଲିଙ୍ଗ ଅଭତନେତ୍ରୀ ।

୨୭ ମାର୍ଚ୍ଚରେ ସେ ଅନଲାଇନରେ ରୁମ ବୁକ କରିଥିଲେ । ରୁମରେ ୨ ଘଂଟା ରହିବା ପରେ ଉର୍ବସୀ ହୋଟେଲକୁ ଆସୁଥିବା ଖବର ସେ ପାଇଥିଲେ । ଏହାପରେ କାମ ଥିବା ବାହାନା କରି ସେଠାରୁ ବାହାରି ଯାଇଥିଲେ ।ଉର୍ବସୀଙ୍କ କହିବା ଅନୁସାରେ ଏକ ଇଭେଂଟ ପାଇଁ ସେ ସେଠାରେ ପହଂଚିଥିଲେ । ସେତେବେଳେ ରୁମ ବୁକ ହୋଇଥିବା କଥା ତାଙ୍କୁ ଜଣାପଡ଼ିଥିଲା । ଏହାପରେ ସେ ଏଫଆଇଆର ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More