Only for Entertainment

ପାକିସ୍ତାନର ବିଶ୍ୱକପ ପ୍ରମୋସନାଲ ବିଜ୍ଞାପନରେ ଅଭିନନ୍ଦନଙ୍କ ଛାପ, କଡା ଜବାବ ରଖିଲେ ଅଭିନେତ୍ରୀ ପୁନମ ପାଣ୍ଡେ

lastly
114

ନିକଟରେ କ୍ରିକେଟ ୱାର୍ଲ୍ଡକପକୁ ନେଇ ପାକିସ୍ତାନ ଏକ ପ୍ରମୋସନାଲ ବିଜ୍ଞାପନ ପ୍ରସ୍ତୁତ କରିଥିଲା । ଏହି ବିଜ୍ଞାପନରେ ପାକିସ୍ତାର ଏକ ଟିଭି ଚ୍ୟାନେଲ ବୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭଳି ଗେଟଅପରେ ଜଣେ ମଡେଲଙ୍କୁ ନେଇ ସୁଟ କରିଥିଲା । ଏହା ସହିତ ଅଭିନନ୍ଦନଙ୍କ ଡାଇ ଲଗକୁ ମଧ୍ୟ ସେହି ଆଡ୍ ରେ ବ୍ୟବହାର କରିଥିଲା । ମଡେଲ ଜଣଙ୍କ ଭାରତୀୟ କ୍ରିକେଟ ଖେଳାଳୀଙ୍କ ଜର୍ସିରେ ନଜର ଆସିଥିଲେ ଏବଂ ଚା’ କପ ଧରିଥିଲେ ।

ଏହି ବିଜ୍ଞାପନକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଯାଇଥିବା ବେଳେ ପାକିସ୍ତାନର ଏପରି କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି । ସାଧାରଣ ଲୋହଙ୍କ ସହିତ ସେଲିବ୍ରିଟି ମାନେ ମଧ୍ୟ ଏହାର କଡା ଜବାବ ରଖିଛନ୍ତି । ନିକଟରେ ଅଭିନେତ୍ରୀ ପୁନମ ପାଣ୍ଡେ ପାକିସ୍ତାନର ଏହି କାର୍ଯ୍ୟ ପାଇଁ ତାଙ୍କୁ କଡା ଜବାବ ଦେଇଛନ୍ତି ।

 

 

View this post on Instagram

 

My Answer to the Pakistani AD. #IndvsPak World Cup 2019.

A post shared by Poonam Pandey (@ipoonampandey) on

ନିଜର ବୋଲ୍ଡନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ପୁନମ୍‌ । ତାଙ୍କର ସବୁ ଭିଡିଓ ଭାଇରାଲ୍‌ ହୋଇଥାଏ । ତେବେ ସର୍ବଦା ବୋଲ୍ଡନେସ ସୀମା ପାର କରି ସମାଲୋଚିତ ହେଉଥିବା ପୁନମଙ୍କୁ ଏଥର ମିଳିଛି ପ୍ରଶଂସା । ଯେଉଁ ଭିଡିଓ ସେ ସେୟାର୍‌ କରିଛନ୍ତି ତାହା ନିଶ୍ଚୟ ଭାବରେ ପାକିସ୍ତାନର ମୁହଁ ବନ୍ଦ କରିଦେବ ।

ଭିଡିଓରେ ଦେଖିବାକୁ ମିଳିଛି ପୁନମ୍‌ ଚା’ ପିଇବା ସହ ପାକର ସେହି ଭିଡିଓଟିକୁ ଦର୍ଶକଙ୍କୁ ଦେଖାଉଛନ୍ତି । ଏହା ପରେ ନିଜ ଅନ୍ତଃବସ୍ତ୍ର ଖୋଲି କହୁଛନ୍ତି ଗୋଟିଏ କାହିଁକି ଦୁଇଟା କପ୍‌ ନିଅ । ଏଥିରେ ବସି ଚା ପିଅ । ପୁନମଙ୍କ ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ପ୍ରଶଂସିତ ହେବା ସହ ଭାଇରାଲ୍‌ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More