Only for Entertainment

ବିଭିନ୍ନ ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ ପପକର୍ଣ୍ଣ

rd.com
0 57

ପପକର୍ଣ୍ଣ ପ୍ରାୟତଃ ସବୁ ଲୋକଙ୍କ ପସନ୍ଦ । ଅନେକ ଲୋକ ଏହାକୁ ଟାଇମ୍ ପାସ ଲାଗି ଖାଇଥାନ୍ତି । ଏବଂ ଏହାର ସ୍ୱାଦ ମଧ୍ୟ ନିଆରା । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଏଥିରେ ଭରପୁର ମାତ୍ରରେ ଫାଇବର, ପଲିଫେନୋଲ, କଂପାଉଣ୍ଡ, ଆଂଟିଅକ୍ସିଡେଂଟ, ଭିଟାମିନ୍ ବି, ମ୍ୟାଗ୍ନେସିୟମ ଭଳି ଅନେକ ପୋଷକତ୍ତତତ୍ତ୍ୱ ରହିଥାଏ । ତେବେ ଆସନ୍ତୁ ଜାଣିବା ପପକର୍ଣ୍ଣ ଖାଇବା ଦ୍ୱାରା ଶରୀରକୁ କି ପ୍ରକାରର ଲାଭ ମିଳିଥାଏ ।

ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ କୋଲେଷ୍ଟ୍ରଲ ସମସ୍ୟା ସାଧାରଣ । ଯଦି ଆପଣ ନିୟମିତ ରୂପେ ପପକର୍ଣ୍ଣ ଖାଆନ୍ତୁ । ତାହାଲେ ଆପଣଙ୍କ କୋଲେଷ୍ଟୋରଲ ମାତ୍ରା ଆୟତରେ ରହି ପାରିବ । ପପକର୍ଣ୍ଣରେ ପ୍ରଚୁର ମାତ୍ରାରେ ଫାଇବର ଥିବା ଯୋଗୁଁ ଏହା କୋଲେଷ୍ଟୋରଲକୁ କମ୍ କରି ରକ୍ତ ଧମନିକୁ ଚଉଡା କରିବାରେ ସହାୟତା ହୋଇଥାଏ । ଏହାଛଡା ହୃଦଘାତ ହେବାର ଆଶଙ୍କା କମ୍ ଥାଏ ।

– ଯଦି ଆପଣ ପ୍ରତିଦିନ ପପକର୍ଣ୍ଣ ସେବନ କରୁଥାନ୍ତି । ତେବେ ଏହାଦ୍ୱାରା ପାଚନ ତନ୍ତ୍ର ଦୃଢ ହୋଇଥାଏ । ଏବଂ କୋଷ୍ଟକାଠିନ୍ୟ ଓ ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

– ପପକର୍ଣ୍ଣରେ ପ୍ରଚୁର ପରିମାଣର ପଲିଫେନୋଲିକ ଯୌଗିକ ରହିଥାଏ । ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ରୂପେ କାମ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More