Only for Entertainment

ଡ୍ୟାନ୍ସ ପରେ ଡବୁ ଅଙ୍ଗଲଙ୍କ ଆକ୍ଟିଂ ଡେବ୍ୟୁ, ଟ୍ୱିଟରରେ କଲେ ସେୟାର ।

Wikiabio
0 37

କିଛି ଦିନ ପୂର୍ବରୁ ନିଜ ଡ୍ୟାନ୍ସିଂରେ ସମସ୍ତଙ୍କୁ ଦିୱାନା କରିଥିବା ଡବୁ ଅଙ୍କଲ ନିଜର ଆକ୍ଟିଂ ଡେବ୍ୟୁ କରିଦେଇଛନ୍ତି । ସେ ଟ୍ୱିଟରରେ ଏକ ଭିଡିଓ ସେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି । ଏହା ଏକ ସର୍ଟ ଫିଲ୍ମ । ଏହାର ନାମ ରହିଛି କଲେଡ ଆଡମିଶନ ଆଣ୍ଡ ଡାଡ ।

ଏହି ୧୧ ମିନିଟର ଏକ ସର୍ଟ ଫିଲ୍ମ । ଭିଡିଓର ଆରମ୍ଭ ଏକ ଭଏସ ଓଭରରୁ ହୋଇଥାଏ । ଏହା ପରେ ଫୋନ ବାଜିଥାଏ ଏବଂ ଜବୁ ଅଙ୍କଲଙ୍କ ର ଏଣ୍ଟ୍ରି ହୋଇଥାଏ । ଏହା ପରେ କାହାଣୀ ଆଗକୁ ବଢିଥାଏ ।

ଦେଖନ୍ତୁ ଭିଡିଓ-


ଡବୁ ଅଙ୍କଲ ନିଜର ଆକ୍ଟ୍ିଂ ଡେବ୍ୟୁକୁ ନେଇ ଖୁବ ଖୁସିଥିବା ନଜର ଆସୁଛନ୍ତି । ଏବଂ ଏହି ସର୍ଟ ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଥିଲେ । ସେ ଟୁଇଟ କରି ଦର୍ଶକଙ୍କୁ ତାଙ୍କର ଏହି ଫିଲ୍ମ ଦେଖିବା ପାଇଁ କହିଥିଲେ ।
କହିରଖୁଛୁ ଯେ ଡବୁ ଅଙ୍କଲ ନଜ ସମ୍ପର୍କୀୟଙ୍କ ବିବାହରେ ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଖୁବ ଭାଇରାଲ ମଧ୍ୟ ହୋଇଥିଲେ । ଡବୁ ଅଙ୍ଗଲଙ୍କର ଡ୍ୟାନ୍ସ ଦେଖି ଗୋବିନ୍ଦା ମଧ୍ୟ ଖୁବ ପ୍ରଭାବିତ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More