Only for Entertainment

‘ପ୍ରସ୍ଥାନମ’ର ପ୍ରଥମ ଲୁକ ଲଂଚ, ନିଆରା ଅନ୍ଦାଜରେ ନଜର ଆସିଲେ ‘ମନ୍’ ଫିଲ୍ମର ନାୟିକା ମନୀଷା କୋଇରାଲା

hindirush
27

ମଲ୍ଟି ଷ୍ଟାରର ଫିଲ୍ମ ପ୍ରସ୍ଥାନମ’ର ଟିଜର ରିଲିଜ ହୋଇ ସାରିଥିଲା । ଏଥିରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କ ସାନଦାର ଲୁକର ଝଲକ୍ ଦେଖିବାକୁ ମିଳିଥିଲା । ଯାହାକୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ଫିଲ୍ମ କ୍ରିଟିକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଥିଲେ । ଏବେ ଏହାର ପୋଷ୍ଟର ଲଂଚ ହୋଇଛି । ଯେଉଁଥିରେ ତାଙ୍କ ଚରିତ୍ର ବିଷୟରେ ଦର୍ଶାଯାଇଛି । ନିକଟରେ ସଂଜୟ ଦତ୍ତ, ଜ୍ୟାକି ସ୍ରଫ ଏବଂ ଅଲି ଫଜଲଙ୍କ ଆକର୍ଷଣୀୟ ପୋଷ୍ଟର ରିଲିଜ ହୋଇଥିଲା ।

 

 

ଏବେ ସାମ୍ନାକୁ ଆସିଛି ମନୀଷା କୋଇରାଲାଙ୍କ ଏକ ପୋଷ୍ଟର । ପୋଷ୍ଟରରେ ମନୀଷା ଖୁବ ଗମ୍ଭୀର ଏକ ଚିନ୍ତିତ ନଜର ଆସିଛନ୍ତି । ତାଙ୍କ ଚେହେରାରେ ନିରାଶା ମଧ୍ୟ ନଜର ଆସିଛି । ଏହା ସହିତ କୌଣସି ପ୍ରଶ୍ନର ଉତ୍ତର ଦେଉଥିବା ମନେ ହେଉଛି । ତାଙ୍କ ବ୍ୟାକଗ୍ରାଉଣ୍ଡରେ କିଛି ପୋଲିସ ଏବଂ ପୋଲିସ ଗାଡ଼ି ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More