Only for Entertainment

ରଜନୀକାନ୍ତଙ୍କ ଏହି ଫିଲ୍ମରେ ଖଳନାୟକ ଭାବେ ନଜର ଆସିବେ ପ୍ରତୀକ ବବର

bollywood tadka
29

ବଲିଉଡ ଅଭିନେତା ପ୍ରତୀକ ବବର ଖୁବ ଶୀଘ୍ର ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଦରବାର’ରେ ନଜର ଆସିବେ । ଖବର ଅନୁସାରେ ଏହି ଫିଲ୍ମରେ ପ୍ରତୀକ ଖଳନାୟକ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ୨୫ ବର୍ଷ ପରେ ରଜନୀକାନ୍ତଙ୍କୁ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିବ ।

କହିରଖୁଛୁ ଯେଏହି ଫିଲ୍ମରେ ପ୍ରତୀକ ପ୍ରଥମ ଥର ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କ ସହିତ ସ୍କ୍ରିନ ସେୟାର କରିବେ । ଫିଲ୍ମରେ ଅଭିନେତ୍ରୀ ନୟନତାର ଲିଡ ଅଭିନେତ୍ରୀ ଭାବେ ନଜର ଆସିବେ ।

ପ୍ରତୀକ ବବର କହିଛନ୍ତି, ‘ଏତେ କମ ସମୟରେ ଏହି ଫିଲ୍ମ ମିଳିବା ଏକ ସ୍ୱପ୍ନ ସତ ହେବା ପରି ।’ ଏହା ମୋ ପାଇଁ ଏବଂ ସାନ୍ୟାଙ୍କ ପାଇଁ ଖୁବ ପଜେଟିବ ରହିବ । ଏବଂ ଏହା ମୋ ଜୀବନକୁ ଖୁବ ପ୍ରଭାବିତ କରିବ । ଏହା ସହ ମୁଁ ରଜନୀକାନ୍ତ ସାର ଏବଂ ମରୁଗାଦାସ ସାରହ୍କ ସହିତ ସୁଟିଂ କରିବା ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More