Only for Entertainment

ପ୍ରତୀକ ବବର ସ୍ତ୍ରୀଙ୍କ ସହ ଶେୟାର କଲେ ଏଭଳି ବୋଲ୍ଡ ଫଟୋ,ଦେଖନ୍ତୁ !

56

ବଲିଉଡ ଅଭିନେତା ଏବଂ କଂଗ୍ରେସୀ ନେତା ରାଜ ବବରଙ୍କ ପୁଅ ପ୍ରତୀକ ବବର ଭାଲେନଟାଇନ ଡେ’ରେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ତାଙ୍କ ସ୍ତ୍ରୀଙ୍କ ସାନ୍ୟାଙ୍କ ସହ ନଜର ଆସିଛନ୍ତି । ପ୍ରତୀକଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଫଟୋରେ ନିଜ ପତ୍ନୀଙ୍କ ସହ ଖୁବ ହଟ ଅନ୍ଦାଜ ଦେଖିବାକୁ ମିଳିଛି । ଏହି ଫଟୋ ବୋଲ୍ଡ ଫଟୋ ହୋଇଥିବାରୁ ଫ୍ୟାନ ଏବଂ ଫଲୋର୍ସ ମାନେ ଅନେକ କମେଂଟ କରିଛନ୍ତି । କାରଣ ଫଟୋରେ ପ୍ରତୀକ ସର୍ଟସରେ ନଜର ଆସିଥିବା ବେଳେ ତାଙ୍କ ପତ୍ନୀ ଟପଲେସ ନଜର ଆସିଛନ୍ତି ।

ଏହି ଫଟୋରେ ପ୍ରତୀକ ତାଙ୍କ ସ୍ତ୍ରୀଙ୍କ ପ୍ରାଇଭେଟ ପାର୍ଟ ଉପରେ ହାତ ରଖିଛନ୍ତି । ଏହି ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମାନେ ଏହି ଫଟୋକୁ କିଛି ମାତ୍ରାରେ ପସନ୍ଦ କରୁଥିବା ବେଳେ , କେହି କେହି ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି ।

 

View this post on Instagram

 

more like it!.. happy valentines! ?

A post shared by prateik babbar (@_prat) on

ଏଠାରେ ଆମେ କହି ରଖୁଛୁ ଯେ ପ୍ରତୀକ ଏବଂ ସାନ୍ୟାଙ୍କ ବିବାହ ଲଖନଉରେ ମରାଠୀ ରୀତିନୀତିରେ ହୋଇଥିଲା । ବିବାହରେ ପ୍ରତୀକ ଏବଂ ସାନ୍ୟାଙ୍କ ଘରଲୋକ ଏବଂ କିଛି ଖାସ ବନ୍ଧୁ ଯୋଗ ଦେଇଥିଲେ । ବିବାହ ପରେ ଏହି ଯୋଡି ମୁମ୍ବାଇରେ ଅନ୍ୟ କଳାକାରଙ୍କୁ ରିସେପସନ ପାର୍ଟି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More