Only for Entertainment

ହୃଦଘାତରେ ଗାୟକ ପ୍ରତୀକ ଚୌଧୁରୀଙ୍କର ମୃତ୍ୟୁ !

Khabor Online
41

ମଙ୍ଗଳବାର ସନ୍ଧ୍ୟାରେ ବଙ୍ଗାଳୀ ଗାୟକ ପ୍ରତୀକ ଚୌଧୁରୀଙ୍କର ୫୫ବର୍ଷ ବୟସରେ ମୃତ୍ୟୁ ହୋଇଛି । ଶୁଣିବାକୁ ମିଳିଛି ଯେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ଖବର ପ୍ରତୀକଙ୍କ ପରିବାର ଲୋକ ଜଣାଇଛନ୍ତି । ତାଙ୍କର ନିଧନ କାରଣରୁ ଫ୍ୟାନ୍ସ ମାନଙ୍କ ମନରେ ଶୋକର ଲହରୀ ଖେଳିଯାଇଛି ।

ଗାୟକ ପ୍ରତୀକଙ୍କ ପରିବାରରେ ତାଙ୍କର ଗୋଟେ ପୁଅ ଏବଂ ପତ୍ନୀ ରହୁଛନ୍ତି । ପ୍ରତୀକଙ୍କ ନାଁ ବଙ୍ଗାଳୀ ସଙ୍ଗୀତ କ୍ଷେତ୍ରରେ ସୁନାମ ଧନ୍ୟ ନାଁ ଅଟେ । ସେ ଅନେକ ଫିଲ୍ମରେ ନିଜ କଣ୍ଠଦାନ କରିଛନ୍ତି । ଏହା ଅବିଶ୍ୱାସନୀୟ ଅଟେ ବୋଲି ପ୍ରତୀକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ଗାୟିକା ପରୋମା ବାନାର୍ଜୀ କହିଛନ୍ତି । ଦୁହେଁ ୨ , ୩ଦିନ ତଳେ ଏକ ସଙ୍ଗୀତ ସମାରୋହରେ ଏକାଠି ଦେଖା ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More