Only for Entertainment

ପତିଙ୍କ ସହିତ ଦ୍ୱିତୀୟ ବିବାହ ବାର୍ଷିକ ପାଳିଲେ ନାହିଁ ପ୍ରିତି ଜିଣ୍ଟା, ଏହା ହେଉଛି କାରଣ

bizasialive
78

ବଲିଉଡ ଡିମ୍ପଲ ଗର୍ଲ ପ୍ରିତି ଜିଣ୍ଟାଙ୍କୁ ନେଇ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ଖବର ଅନୁସାରେ ପ୍ରିଚି ଜିଣ୍ଟା ପତି ଜେନ ଗୁଡଇନଫଙ୍କ ସହିତ ଦ୍ୱିତୀୟ ବିବାହ ବାର୍ଷିକ ପାଳିବେ ନାହିଁ । ଯଦି ଆପଣ ଏହା ପଛର କାରଣ ଜାଣିବେ ତେବେ ନିଷ୍ଟିତ ଆଶ୍ଚର୍ଯ୍ୟ ହୋଇଯିବେ ।

priti ଆଜ୍ଞା ହିଁ, ପ୍ରିତି ଏବଂ ଜେନଙ୍କ ବିବାହ ୨୦୧୬, ୨୯ ଫେବୃଆରୀରେ ହୋଇଥିଲା । ତେଣୁ ଫେବୃଆରୀରେ ୨୯ ତାରିଖ ୪ ବର୍ଷ ପରେ ଆସିଥାଏ । ଏହା ପରେ ପ୍ରିତିଙ୍କ ବିବାହ ବାର୍ଷକ ୨୦୨୦ରେ ପଡିବ । ବିବାହ ତାରିଖ ନିର୍ଣ୍ଣୟ କରିବା ସମୟରେ ବୋଧ ହୁଅ ଦୁହେଁ ଚିନ୍ତା କରିନଥିଲେ ଯେ ତାଙ୍କର ବିବାହ ବାର୍ଷିକ ୪ ବର୍ଷରେ ଥରେ ପଡିବ ।

କହିରଖୁଛୁ ଯେ, ୨୦୧୬ରେ ପ୍ରିତି ଜିଣ୍ଟା ଏବଂ ଜେନ ଗୁଡଇନଫଙ୍କ ବିବାହ ହିନ୍ଦୁ ରିତିନିତିରେ ଲସ ଏଞ୍ଜେଲେସରେ ହୋଇଥିଲା । ବିବାହରେ ଦୁହିଁଙ୍କ ପରିବାର ସହସ୍ୟ ଏବଂ ନିକଟ ବନ୍ଧୁ ଯୋଗ ଦେଇଥିଲେ । ପରେ ଦୁହେଁ ବଲିଉଡ ପାଇଁ ଏକ ରିସେପ୍ସନ ପାର୍ଟି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More