Only for Entertainment

ବିଦେଶୀ ପତି ସହିତ ଏଭଳି ଶିବରାତ୍ରୀ ପାଳନ କଲେ ପ୍ରୀତି ଜିଂଟା ।

bollywood tadka
35

ବଲିଉଡ ଅଭିନେତ୍ରୀ ପ୍ରୀତି ଜିଂଟା ଗତକାଲି ମହାଶିବରାତ୍ରୀ ଉପଲକ୍ଷେ ଫଟୋ ଶେୟାର କରିଛନ୍ତି । ଫଟୋରେ ତାଙ୍କ ସହିତ ନଜର ଆସିଛନ୍ତି ପତି ଜେନେ ଗୁଡଇନଫ । ଦୁଇଜଣ ଗୋଟିଏ ଥିମ ଭଳି ଡ୍ରେସ ପିନ୍ଧିଛନ୍ତି । । ପ୍ରୀତି ହଳଦିଆ ଏବଂ ଜେନେ ଧଳା ରଙ୍ଗର ଡ୍ରେସ ପିନ୍ଧିଛନ୍ତି । କ୍ୟାପ୍ସନରେ ପ୍ରୀତି ଜିଂଟା ଲେଖିଛନ୍ତି ଭଗବାନ ଶିବଙ୍କ ସୁଗନ୍ଧ ସମସ୍ତ କୁବିଚାର ଏବଂ ନକରାତ୍ମକ ଗୁଡ଼ିକୁ ନଷ୍ଟ କରୁ ଏବଂ ଆମର ଏବଂ ପରିବାରର ଆଖପାଖ ପରିବେଶକୁ ସକରାତ୍ମକ ଏବଂ ଆନନ୍ଦରେ ଭରି ଦିଅନ୍ତୁ ।

କହିରଖୁଛୁଯେ ପ୍ରୀତି ଏବେ ଫିଲ୍ମ ଠାରୁ ଦୂରରେ ଅଛନ୍ତି ଏବଂ ନିଜ ବ୍ୟକ୍ତିଗତ ଜୀବନକୁ ଉପଭୋଗ କରୁଛନ୍ତି । କିନ୍ତୁ ସୋସିଆଲ ମିଡିଆ ସହିତ ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ଯୋଡ଼ି ହୋଇ ରହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More