Only for Entertainment

ଏହି ପଶୁର ଭିଡ଼ିଓଟି ଦେଖିବା ପରେ ଆପଣ ମଧ୍ୟ କହିବେ ମଣିଷକୁ ତା’ ଠାରୁ କିଛି ଶିଖିବାର ଅଛି

hindustan times
21

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ । ନିକଟରେ ସେହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି । ଅବଶ୍ୟ ଏହି ଭିଡ଼ିଓକୁ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି ବରଂ ବଲିଉଡ ସେଲିବ୍ରିଟି ପ୍ରୀତି ଜିଂଟା ଶେୟାର କରିଛନ୍ତି ।ବାସ୍ତବରେ ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ୍‌ ସିଗ୍‌ନାଲ୍ ଦେଖି ମଣିଷ ସହିତ ଏକ ଗାଈ ବି ଅଟକି ଯାଇଛି। ଏମିତି ଏକ ଭିଡିଓ ନିଜ ଟ୍ୱିଟର୍‌ରେ ଶେଆର କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା।

 

ମାତ୍ର ୯ ସେକେଣ୍ଡରେ ଏହି ଭିଡିଓ ଶେଆର୍‌ କରି ପ୍ରୀତି ଲେଖିଛନ୍ତି, “ଟ୍ରାଫିକ୍‌ ନିୟମ କେମିତି ପାଳନ କରାଯାଏ ଏହାକୁ ଦେଖି ଶିଖନ୍ତୁ।” ସେ ଆହୁରି ଲେଖିଛନ୍ତି, “ଲୋକମାନଙ୍କ କଥା ଛାଡ଼ନ୍ତୁ, ଆମ ପଶୁମାନେ ବି ଟ୍ରାଫିକ୍‌ ନିୟମ ମାନୁଛନ୍ତି। ମୋତେ ବିଶ୍ୱାସ ନକରି ଭିଡିଓ ଦେଖନ୍ତୁ।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More