Only for Entertainment

ପ୍ରେମରେ ରଖିଛି ୧୦୦ରୁ ୧୦୦ ଫିଲ୍ମ ନୂଆ ଗୀତ ‘ମଡର୍ଣ୍ଣ ରାଧା’ ରିଲିଜ !

48

ଓଡିଆ ରୋମାଂଟିକ୍ କମେଡି ଫିଲ୍ମ ପ୍ରେମରେ ରଖିଛି ୧୦୦ ରୁ ୧୦୦ ର ଏକ ମସ୍ତି ଭରା ଗୀତ ‘ମଡର୍ଣ୍ଣ ରାଧା
’ ମୁକ୍ତିଲାଭ କରିଛି । ସିନେମାଟି ଗତ ଗିଛି ଦିନ ତଳେ ପରଦାକୁ ଆସିଥିବାବେଳେ ସିନେମାର ଏହି ମସ୍ତି ଭରା ଗୀତର ଭିଡିଓ ଏବେ ରିଲିଜ୍ ହୋଇଛି । ଗୀତରେ ଅଭିନେତା ଜ୍ୟୋତିଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଫନି ଲିରିକ୍ସ ସହ ଦମଦାର୍ ମ୍ୟୁଜିକ୍ ଏହି ଗୀତକୁ କରିଛି ଖାସ୍ । ଗୀତରେ ଶୁଣିବାକୁ ମିଳିଚି ତାରିକ୍ ଅଜିଜଙ୍କ ଜବରଦସ୍ତ ଗାୟିକି ।

ମଳୟ ମିଶ୍ରଙ୍କ ସଙ୍ଗୀତରେ ଏହି ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି ଅରୁଣ ମନ୍ତ୍ରୀ । ସିନେମାରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ଜ୍ୟୋତି ଓ ରିୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More