Only for Entertainment

ମିଠା ପସନ୍ଦ କରନ୍ତିକି? ପ୍ରସ୍ତୁତ କରନ୍ତୁ ସ୍ୱିଟ ପୋଙ୍ଗଲ ।

hunghry forever
0 60

ଆବଶ୍ୟକୀୟ ସାମଗ୍ରୀ- ଚାଉଳ ୧୦୫ ଗ୍ରାମ,ମୁଗ ଡାଲି ୬୦ ଗ୍ରାମ,ଜଳ ୧୦୦ ମିଲି,ଗୁଡ଼ ୧୭୦ ଗ୍ରାମ,ପାଣି ୫୬୦ ମିଲି,ଘିଅ ୪ ଚାମଚ,କିସମିସ ୨ ଚାମଚ,କାଜୁ ୨୦ ଗ୍ରାମ,ଲବଙ୍ଗ ୧ଟି,ଗୁଜୁରାତି ଗୁଣ୍ଡ ୧/୪ ଚାମଚ ।

ପ୍ରସ୍ତୁତି ପ୍ରଣାଳୀ- ଏକ ବାଉଲରେ ଚାଉଲ,ଡାଲି ଓ ୧୦୦ ମିଲି ଜଳ ପକାଇ ୧୦ ମିନିଟ ପାଇଁ ରଖନ୍ତୁ । ଏକ ପ୍ୟାନରେ ଗୁଡ଼ ଓ ୬୦ ମିଲି ଜଳ ପକାଇ ଗୁଡ଼ ତରଳିବା ପାଇଁ ଛାଡ଼ନ୍ତୁ । ଏହାପରେ ଏହାକୁ ବାହାର କରନ୍ତୁ । ଭିଜାଇଥିବା ଚାଉଳ ଓ ଡାଲିକୁ ୫୦୦ମିଲି ଜଳ ଦେଇ ପ୍ରେସରରେ ରଖନ୍ତୁ ଓ ଢାଙ୍ଗୁଣି ବନ୍ଦ କରନ୍ତୁ । ୫ଟି ସିଟି ଦିଅନ୍ତୁ । ପରେ ୨ ଚାମଚ ଘିଅ ଓ ଗୁଡ଼ ପାଣି ପକାନ୍ତୁ । ଏବେ ପ୍ୟାନରେ ୨ ଚାମଚ ଘିଅ ପକାଇ ଗରମ କରନ୍ତୁ । ପରେ କିସମିସ,କାଜୁ ଓ ଲବଙ୍ଗ ପକାଇ ୨ରୁ ୩ ମିନିଟ ପାଇଁ ଭାଜନ୍ତୁ । ଏହି ମିଶ୍ରଣକୁ ଚାଉଳରେ ପକାନ୍ତୁ । ଶେଷରେ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More