Only for Entertainment

ବମ୍ବେ ଚିକେନ ୱିଙ୍ଗ୍ସର ପ୍ରସ୍ତୁତି ପ୍ରଣାଳୀ ।

punjab kesari
0 51

ଆବଶ୍ୟକୀୟ ସାମଗ୍ରୀ- ଚିକେନ ୱିଙ୍ଗସ ୭୦୦ଗ୍ରାମ,କରି ପାଉଡର ୧ ଚାମଚ,ହଳଦୀ ୧/୨ ଚାମଚ,ଗୋଲମରିଚ ଗୁଣ୍ଡ ୧/୪ ଚାମଚ,ଲୁଣ ୧/୨ ଚାମଚ,ରସୁଣ ବଟା ୧ ଚାମଚ,ପିଆଜ ଶଣ୍ଢା ୩ ଚାମଚ,ସୋୟା ସସ ୨ ଚାମଚ,ତେଲ ୨ ଚାମଚ,ଦହି ୬୦ ଗ୍ରାମ,ଅମୃତଭଣ୍ଡା ୫୦ ଗ୍ରାମ,ଧନିଆ ୧ ଚାମଚ,ହଟ ସସ ୧ ଚାମଚ,

ପ୍ରସ୍ତୁତି ପ୍ରଣାଳୀ- ଏକ ବାଉଲରେ ଚିକେନ,କରି ପାଉଡର,ଲୁଣ,ହଳଦୀ,ଗୋଲମରିଚ ଗୁଣ୍ଡ,ରସୁଣ,ସୋୟା ସସ,ତେଲ,ପିଆଜ ଶଣ୍ଢା ୨ ଚାମଚ ପକାଇ ଭଲ ଭାବରେ ମିଶାନ୍ତୁ ।

ଦହି ଡିପିଙ୍ଗ ପାଇଁ ଏକ ପାତ୍ରରେ ଦହି ,ପାଚିଲା ଅମୃତ ଭଣ୍ଡା,କଟା ଧନିଆ ପତ୍ର,ପିଆଜ ଶଣ୍ଢା,ଲୁଣ ଓ ହଟ ସସ ପକାନ୍ତୁ । ଚିକେନକୁ ୨ ଘଂଟା ପର୍ଯ୍ୟନ୍ତ ମ୍ୟାରିନେଟ କରି ରଖନ୍ତୁ । ଏହାପରେ ବେକିଂ ଟ୍ରେରେ ମ୍ୟାରିନେଟ ଚିକେନକୁ ରଖି ଓଭନରେ ୩୫୦ ଡିଗ୍ରୀ/୧୮୦ ଡିଗ୍ରୀ ସିରେ ୨୫ ମିନିଟ ରଖି ବେକ କରନ୍ତୁ । ଏବେ ଏହାକୁ ଦହି ଡିପିଙ୍ଗ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More