Only for Entertainment

ଡିମ୍ପଲ ଗର୍ଲ ପ୍ରୀତି ଜିଂଟାଙ୍କ ଫଟୋ ଦେଖି, ୟୁଜର୍ସ ଦେଲେ ଏଭଳି ପ୍ରତିକ୍ରିୟା !

44

ବଲିଉଡ ଅଭିନେତ୍ରୀ ପ୍ରୀତି ଜିଂଟା ଫିଲ୍ମରୁ ବହୁ ଦୂରରେ । ଏହାପରେ ମଧ୍ୟ ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ସେ ସବୁବେଳେ ନିଜର ଫଟୋ ଫ୍ୟାନ୍ସଙ୍କ ଶେୟାର କରନ୍ତି । ନିକଟରେ ପ୍ରୀତି ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ କଳାରଂଗ ଡ୍ରେସରେ ହଟ ନଜର ଆସିଛନ୍ତି ।

ଏହି ଫଟୋ ସେ ପୋଷ୍ଟ କରି ଲେଖିଛନ୍ତି ଯେ କଭି କଭି ମେରେ ଦିଲ ମେ ଖୟାଲ ଆତା ହେ… । ଫ୍ୟାନ୍ସଙ୍କ ତାଙ୍କର ଏହି ଫଟୋ ଖୁବ ପସନ୍ଦ ଆସିଛି । ଏହାସହ ତାଙ୍କ ଫଟୋରେ ସବୁ ଭିନ୍ନ ଭିନ୍ନ କମେଂଟ ମଧ୍ୟ କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ପୂର୍ବ ବର୍ଷ ଅର୍ଥାତ ୨୦୧୮ରେ ‘ଭୈୟା ଜୀ ସୁପରହିଟ’ ରିଲିଜ ହୋଇଥିଲା । ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ସନି ଦେଓଲ । ଫିଲ୍ମ ବକ୍ସଅଫିସରେ କିଛି କମାଲ କରି ପାରିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More