Only for Entertainment

କ୍ୟାମେରା ସାମ୍ନାରେ ପ୍ରିୟା ପ୍ରକାଶ କହିଲେ ‘ମେରେ ସୈୟାଁ ଜୀ ସେ ଆଜ ମେନେ ବ୍ରେକ ଅପ କର ଲିୟା..’

bollywoodlife
0 58

ପ୍ରିୟା ପ୍ରକାଶ ଏବେ ଇଂଟରନେଟର ଏଭଳି ଏକ ଚେହେରା ହୋଇସାରିଲେଣି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ନଜର ଆସିଛି । ପ୍ରିୟା ପ୍ରକାଶଙ୍କ ମାଲୟଲାମ ଫିଲ୍ମ ‘ଓରୁ ଅଦାର ଲବ’ର କେବଳ ଏକ ଭିଡିଓ ତାଙ୍କୁ ସେନସେସନାଲ ଗର୍ଲ ବନାଇ ଦେଇଛି । ଯେଉଁଥିରେ ସେ ତାଙ୍କ ବିପକ୍ଷରେ ଥିବା ଅଭିନେତା ରୋଶନ ଅବଦୁଲ ରହୁଫଙ୍କୁ ଆଖିର ଇଶାରା ଦେଉଛନ୍ତି । ଚଳିତ ବର୍ଷ ଫେବୃୟାରୀ ମାସରେ ଏହି ଭିଡିଓ ସୋସିଆଲ ମିଡିଆରେ ଚହଳ ପକାଇଥିଲା ।

Cute or not ??___________________________________________________ DM US FOR PROMOTING or messages☝ ___________________________________________________ Follow for more updates✓ ? @dance_with_talent @bollywoodfun360 @swagtalent360 @bollywoodfun360photos ____________________________________ Watch dance videos on youtube link is bio subscribe us _____________________________________ Follow for more @bollywoodfun360 @bollywoodfun360 @bollywoodfun360 @bollywoodfun360 _______________________________________ ______________________________________ #priyankachopra#viratkohli#deepikapadukone#anushkasharma#katrinakaif#akshaykumar#shahidkappor#sharaddhakapoor#aliabhatt#jacquelinef#varundhawan#ranveersingh#salmankhan#hrithikroshan#parineetichopra#dishapatani#tigershorff#sonamkapoor#kapilsharma#sunnyleone#johnabraham

A post shared by bollywood acting singing dance (@bollywoodfun360) on

ଯାହା ଲୋକମାନଙ୍କୁ ଦିୱାନା ବନାଇ ଦେଇଥିଲା । ଏହାପରେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯାହାକୁ ଦେଖି କେହି କେବେ ବୋର ଅନୁଭବ କରନ୍ତି ନାହିଁ । ଏହିଭଳି ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ପ୍ରିୟା ପ୍ରକାଶ ଏକ ମ୍ୟୁଜିକଲ ଭିଡିଓ ସୁଟ କରି ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କର ପୂରୁଣା ସ୍କୁଲ ଗେଟଅପରେ ନଜର ଆସିଛନ୍ତି । ଏହି ଭିଡିଓ ମଧ୍ୟ ଲୋକମାନେ ଖୁବ ମାତ୍ରାରେ ପସନ୍ଦ କରିଛନ୍ତି । କିଛି କ୍ଷଣ ମଧ୍ୟରେ ଭିଡିଓକୁ ଲକ୍ଷ ଲକ୍ଷ ଲୋକଙ୍କର ଲାଇକ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More