Only for Entertainment

ପ୍ରଥମ ଭିଡିଓ ଭାଇରାଲ ହେବା ପୂର୍ବରୁ ଏପରି କରାଯାଇଥିଲା ପ୍ରିୟା ପ୍ରକାଶସଙ୍କୁ ମେକଅପ, ଦେଖନ୍ତୁ ଭିଡିଓ…

zee news
0 82

ଆଖିର ଇଶାରାରେ ଅନେକ ଲୋକଙ୍କୁ ନିଜର ଦିୱାନା କରିଥିବା ନ୍ୟାସନାଲ କ୍ରଶ ପ୍ରିୟା ପ୍ରକାଶ ୱାରିୟରଙ୍କର ଯେଉଁ ଭିଡିଓ ସାମ୍ନାକୁ ଆସୁନା କାହିଁକି ତାହା ଖୁବ ଶୀଘ୍ର ଭାଇରାଲ ହୋଇଯାଇଥାଏ । କିଛି ଦିନ ହେବ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ନିକଟରେ ପ୍ରିୟାଙ୍କର ଆଉ ଏକ ଭିଡିଓ ଏହି ତାଲିକାରେ ସାମିଲ ହୋଇଛି । ଏହି ଭିଡିଓ ସେୟାର ହେବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ପ୍ରିୟାଙ୍କୁ ମେକଅପ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ସେତେବେଳେର ଯେତେବେଳେ ପ୍ରିୟା ଆଖିମାରିବା ଦୃଶ୍ୟ ସୁଟିଂ କରିବା ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ଭିଡିଓକୁ ଶୁକ୍ରବାର ଦିନ ତାଙ୍କର ଜଣେ ଫ୍ୟାନ ସେୟାର କରିଛନ୍ତି । ସେୟାର କରିବା ପରେ ଏହି ଭିଡିଓକୁ ୧ ଲକ୍ଷ ୩୦ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More