Only for Entertainment

‘ସୁରଜ ହୁଆ ମଧ୍ୟମ’ ଗୀତରେ ଭାଇରାଲ ଗାର୍ଲ ପ୍ରିୟା ପ୍ରକାଶଙ୍କ ରୋମାଣ୍ଟିକ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

zee news
0 95

ଇଣ୍ଟରନେଟ ସେନସେସନ ପ୍ରିୟା ପ୍ରକାଶ ୱାରିୟରଙ୍କ କୌଣସି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଏହା କିଛି ଘଣ୍ଟା ମଧ୍ୟରେ ଭାଇରାଲ ହୋଇଯାଇଥାଏ । ଆଖିର ଇସାରାରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଦିୱାନା ବନାଇଥିବ ପ୍ରିୟାଙ୍କ ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପ୍ରିୟା କଜୋଲଙ୍କ ଅନ୍ଦାଜରେ ‘ସୁରଜ ହୁଆ ମଧ୍ୟମ’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ପ୍ରିୟା ଏକାକୀ ନୁହେଁ ବରଂ ଫିଲ୍ମ ‘ଓରୁ ଆଦାର ଲଭ’ର କୋ-ଷ୍ଟାର ରୋଶନ ଅବଦୁଲ୍ଲାହଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ଶାହାରୁଖ ଏବଂ କାଜୋଲଙ୍କ ଏହି ରୋମାଣ୍ଟିକ ଗୀତରେ ପ୍ରିୟା ଏବଂ ରୋଶନଙ୍କ ରୋମାଣ୍ଟିକ ଡ୍ୟାନ୍ସକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More