Only for Entertainment

ପୁଣିଥରେ ଆଖିରେ ତୀର ମାରିଲେ ଇଂଟରନେଟ ସେନସେସନ ପ୍ରିୟା ପ୍ରକାଶ ୱାରିଅର, ପ୍ରଥମ ଫିଲ୍ମରେ ବିନ୍ଦାସ ଲୁକ ।

ndtv
54

ପ୍ରିୟା ପ୍ରକାଶ ୱାରିଅର ଯେତେବେଳେ ଯାହା ମଧ୍ୟ କରନ୍ତି ହଙ୍ଗାମା ହୋଇଯାଏ । ଗତବର୍ଷ ଭାଲେଂଟାଇନ ଡେ’ରେ ଓରୁ ଅଦାର ଲଭ ଗୀତରେ ଏଭଳି ଆଖି ମାରିଥିଲେଯେ ତାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତାହା ପରଠାରୁ ଇଂଟରନେଟର ରାଣୀ ହୋଇ ଯାଇଛନ୍ତି ଏହି ମଲୟାଲାମ ଅଭିନେତ୍ରୀ । ଭାଲେଂଟାଇନ ଡେ ଆସୁଛି ଏବଂ ଆରମ୍ଭ ହୋଇଗଲାଣି ପ୍ରିୟାଙ୍କ ଦୁଷ୍ଟାମୀ ।

ପ୍ରିୟାଙ୍କ ଅଭିନୀତ ଫିଲ୍ମ ‘ଶ୍ରୀଦେବୀ ବଙ୍ଗଲୋ’ ର ଟ୍ରେଲର ରିଲିଜ ହେବାମାତ୍ରେ ବିବାଦକୁ ଆସିଯାଇଛି । ଅନ୍ୟ ପକ୍ଷରେ ପ୍ରିୟା ଏକ କନଫରେନ୍ସରେ ପୁଣିଥରେ ନିଜ ପୁରୁଣା ଅନ୍ଦାଜରେ ମାହୋଲକୁ ଗରମ କରି ଦେଇଛନ୍ତି । ପୁଣିଥରେ ଫ୍ୟାନ୍ସ ତାଙ୍କର ଦିୱାନା ହୋଇ ଯାଇଛନ୍ତି ।

ପୁରୁଣା ଅନ୍ଦାଜ ଏବଂ ନୂଆ ବେଶ ସହିତ ଆଖିରେ ତୀର ମାରି ଚାଂଚଲ୍ୟ ସୃଷ୍ଟି କରି ଦେଇଛନ୍ତି ଏହି ଅଭିନେତ୍ରୀ । ଭିଡ଼ିଓ ଦେଖିବା ପରେ ଆପଣ ପୁଣିଥରେ ପ୍ରିୟାଙ୍କ ଦିୱାନା ହୋଇଯିବେ । କହିରଖୁଛୁଯେ ପ୍ରିୟାଙ୍କ ବୟସ ମାତ୍ର ୧୯ ବର୍ଷ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More