Only for Entertainment

ସମ୍ନାକୁ ଆସିଲା ପ୍ରିୟଙ୍କା ଏବଂ ନିକଙ୍କ ସଙ୍ଗୀତ ସେରେମୋନିର ଫଟୋ ଏବଂ ଭଡିଓ, ଦେଖନ୍ତୁ ।

insta pic of priyank
36

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ସିଙ୍ଗର ନିକ ଜୋନଙ୍କ ବିବାହ ଏବେ ସବୁଠି ଚର୍ଚ୍ଚାରେ । ନିକୟଙ୍କା ୧ ଡିସେମ୍ବରରେ କ୍ୟାଥଲିକ ରିତିନିତିରେ ବିବାହ କରିଥିବା ବେଳେ ଆଜି ହିନ୍ଦୁ ପରମ୍ପରାରେ ବିବାହ କରିବେ । ଇତି ମଧ୍ୟରେ ପ୍ରିୟଙ୍କା ଏବଂ ନିକଙ୍କ ସଙ୍ଗୀତ ସେରେମୋନିର ଫଟୋ ସମ୍ନାକୁ ଆସିଛି । ଫଟୋରେ ଦୁହେଁ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ସହିତ ନଜର ଆସୁଛନ୍ତି ଏବଂ ସମସ୍ତେ ଖୁବ ସସ୍ତିରେ ଡ୍ୟାନ୍ସ କରୁଥିବାର ନଦର ଆସିଛନ୍ତି । ଉଭୟ ପ୍ରିୟଙ୍କା ଏବଂ ନିକ ସଙ୍ଗୀତକୁ ଖୁବ ଏନଜୟ କରୁଥିବାର ନଜର ଆସିଛନ୍ତି ।

କିଛି ସମୟ ପୂର୍ବରୁ ପ୍ରିୟଙ୍କା ନିଜ ଇଂଷ୍ଟାଗ୍ରାମ ପେଜରେ ସଙ୍ଗୀତ ସେରେମାନିର ଫଟୋ ସେୟାର କରିଚନ୍ତି । ଏହା ସହିତ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି ।

ଦେଖନ୍ତୁ ଭିଡିଓ ଏବଂ ଫଟୋ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More