Only for Entertainment

ଅଫେୟର ଖବର ମଧ୍ୟରେ ନିକ ଜୋନସଙ୍କ ସହିତ ଡିନର ଡେଟରେ ପହଂଚିଲେ ପ୍ରିୟଙ୍କା ଚୋପ୍ରା ।

bollywood tadka
0 48

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କ ଆମେରିକା ଗାୟକ ନିଜ ଜୋନସଙ୍କ ସହିତ କିଛି ଦିନ ଧରି ବଢିଥିବା ନଜର ଆସିଛି ।’

ନିକଟରେ ପ୍ରିୟଙ୍କା ନିକଙ୍କ ସହିତ ଲସ ଏଂଜେଲସରେ ନଜର ଆସିଛନ୍ତି ।


ଫଟୋରେ ନିକ ପ୍ରିୟଙ୍କାଙ୍କର ଖାସ ଯତ୍ନ ନେଉଥିବା ନଜର ଆସିଛନ୍ତି ।


ଫିଲ୍ମ କ୍ୱାଂଟିକୋ ଜରିଆରେ ଦୁଇଜଣଙ୍କର ସାକ୍ଷାତ ହୋଇଥିଲା ।

ତେବେ ସାଧାରଣ ସାଙ୍ଗ ଭାବରେ ସାକ୍ଷାତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦୁଇଜଣ ଭଲ ସାଙ୍ଗ ହୋଇଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More