Only for Entertainment

ସୋସିଆଲ ମିଡିଆରେ ଧ୍ୟାନ ଆକର୍ଷଣ କରୁଛି ପ୍ରିୟଙ୍କା-ନିକଙ୍କ ଏହି ଭାଇରାଲ ଭିଡ଼ିଓ ।

60

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନ ଧରି ଲାଇମଲାଇଟରେ ରହୁଛନ୍ତି । ଯାହାର ଚର୍ଚ୍ଚା ସୋସିଆଲ ମିଡିଆରେ ପ୍ରତିଦିନ ଚାଲିଥାଏ । ନିକଟ ଅତୀତରେ ନିକ ଜୋନସଙ୍କ ଭାଇ ଜୋ ଜୋନସଙ୍କ ବିବାହ ଥିଲା ଏବଂ ପୂରା ପରିବାର ଏଥିରେ ଖୁବ ମସ୍ତୀ କରିଥିଲେ, ଯାହାର କେତେକ ଭିଡ଼ିଓ ଆମେ ଆପଣଙ୍କ ସହିତ ଶେୟାର କରିଥିଲୁ । ନିକଟରେ ପୁଣିଥରେ ପ୍ରିୟଙ୍କା ଚୋପ୍ରାଙ୍କ କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଅବଶ୍ୟ ଏହା କୌଣସି ପାର୍ଟି ବା ଫଙ୍କସନର ନୁହେଁ ବରଂ ଏହା ପ୍ରିୟଙ୍କା ଏବଂ ନିକ ରୋଷେଇ କରଥିବା ସମୟର ଭିଡ଼ିଓ ।

 

 

View this post on Instagram

 

Date night cooking extravaganza.

A post shared by Nick Jonas (@nickjonas) on

 

ସୋସିଆଲ ମିଡିଆରେ ଧ୍ୟାନ ଆକର୍ଷଣ କରୁଛି ପ୍ରିୟଙ୍କା-ନିକଙ୍କ ଏହି ଭାଇରାଲ ଭିଡ଼ିଓ । ଏବେ ନିକ୍ୟଙ୍କା ଇଟାଲୀରେ ଅଛନ୍ତି ।

 

ଦୁଇଜଣଙ୍କର ଏକ ହୃଦୟଛୁଆଁ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ପ୍ରିୟଙ୍କା ପତି ନିକଙ୍କ ପାଇଁ ପାସ୍ତା ପ୍ରସ୍ତୁତ କରୁଥିବାର ନଜର ଆସିଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡ଼ିଓ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରୁଛି ।

 

 

View this post on Instagram

 

Date night cooking extravaganza.

A post shared by Nick Jonas (@nickjonas) on

View this post on Instagram

 

Date night cooking extravaganza.

A post shared by Nick Jonas (@nickjonas) on

 

View this post on Instagram

 

Date night cooking extravaganza.

A post shared by Nick Jonas (@nickjonas) on

ଭିଡ଼ିଓରେ ନିକ୍ୟଙ୍କା ରୋଷେଇ କରୁଥିବାର ନଜର ଆସିଛନ୍ତି । ସବୁଠାରୁ ଖାସ କଥା ହେଉଛି ଭିଡ଼ିଓକୁ ଅନ୍ୟ କେହି ନୁହଁନ୍ତି ବରଂ ପ୍ରିୟଙ୍କାଙ୍କ ପତି ନିକ ଏହି ଭିଡ଼ିଓ ଶେୟାର କରିଛନ୍ତି । ତେବେ ରୋଷେଇ କରୁଥିବା ସମୟରେ ଦୁଇଜଣଙ୍କ କ୍ୟୁଟ ଅନ୍ଦାଜ ଦେଖିବାଯୋଗ୍ୟ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More