Only for Entertainment

ପରବାର ସହିତ ଡିନର କରୁଥିବାର ନଜର ଆସିଲେ ପ୍ରିୟଙ୍କା ନିକ ।ଲାଟେଷ୍ଟ ଫଟୋ ।

aajtak
20

ପ୍ରିୟଙ୍କା ଏବଂ ନିକ ୨୦ ଡିସେମ୍ବରକୁ ମୁମ୍ବାଇରେ ବଲିଉଡ ସେଲିବ୍ରେଟୀଙ୍କୁ ଏକ ରିସେପସନ ଦେଇଥିଲେ ।ଏହାପରେ ଉଭୟ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଂଟକୁ ଯାଇଥିଲେ ତାଙ୍କ ସଲମାନଙ୍କ ପରିବାରକୁ ସାକ୍ଷାତ କରିବା ପାଇଁ । ସଲମାନ ମଧ୍ୟ ପ୍ରିୟଙ୍କାଙ୍କ ରିସେପସନରେ ବହଂଚିଥିଲେ । ଏଭଳି କରି ସେ ପ୍ରମାଣ କରିଦେଲେଯେ ସେମାନଙ୍କ ମଧ୍ୟରେ କୌଣସି ମନମାଳିନ୍ୟ ନାହିଁ । ତେବେ ଏହାପରେ ନିକ୍ୟଙ୍କା ଲଣ୍ଡନ ଫେରି ଯାଇଛନ୍ତି ।

ସେଠାରେ ଉଭୟ ପରିବାର ସହିତ କ୍ୱାଲିଟି ସମୟ ବିତାଉଛନ୍ତି । ସେମାନେ ଡିନର ପାଇଁ ଯାଇଥିଲେ,ଯାହାର କିଛି ଫଟୋ ସାମ୍ନାକୁ ଆସିଛି ।

ଡିନର ବ୍ୟତୀତ ଅନ୍ୟ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ନିକ ପ୍ରିୟଙ୍କାଙ୍କ ହାତ ଧରିଥିବା ନଜର ଆସିଛନ୍ତି ।

ଫଟୋରେ ନିକଙ୍କ କ୍ୟାରିଙ୍ଗ ନେଚର ଦେଖିବାକୁ ମିଳିଛି । ଅବଶ୍ୟ ଏହି ଫଟୋ ଦେଖିବା ପରେ ସେମାନଙ୍କୁ ନେଇ ବିିଭନ୍ନ ଚର୍ଚ୍ଚା କରୁଥିବା ଲୋକ ଚୁପ ହୋଇଯାଇପାରନ୍ତି । କାରଣ ଏସବୁର କଡ଼ା ଜୱାବ ଦେଇଛନ୍ତି ନିକ ।

ଏକା ସାଙ୍ଗରେ ଦୁଇଜଣଙ୍କ ବଣ୍ଡିଂ ଖୁବ ଭଲ ଭାବରେ ଦେଖାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More