Only for Entertainment

ନିକ ଏବଂ ପ୍ରିୟଙ୍କା ଲଣ୍ଡନରେ କିଛି ଏଭଳି ଛୁଟି ବିତାଉଛନ୍ତି !

29

ଚଳିତମାସ ଯୋଧପୁରର ଉମୈଦ ଭବନରେ ବିବାହ କରିଥିବା ନିକ ଏବଂ ପ୍ରିୟଙ୍କା ଚର୍ଚ୍ଚାରେ ରହି ଆସୁଛନ୍ତି । ଏବେ ଏହି ଯୋଡି ପରିବାର ସହ ଲଣ୍ଡନରେ ଛୁଟି ମନାଉଛନ୍ତି ଏବଂ ଏମାନଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିକ-ୟଙ୍କାଙ୍କ ଏହି ଫଟୋରେ ଲୋକଙ୍କର କ୍ୟୁଟ ରିଆକ୍ସନ ଦେଖିବାକୁ ମିଳିଛି । ନିକଟରେ ଆସିଥିବା କିଛି ଫଟୋରେ ଏହି କପଲ ନିଜ ଫ୍ୟାମିଲି ସହ ଖୁବ ଖୁସି ଥିବା ନଜର ଆସିଥିଲେ । ମାତ୍ର ଏହି ଯୋଡି ଦୁହେଁ ଦୁହିଁଙ୍କ ହାତ ଧରି ଲଣ୍ଡନ ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ ।

 

View this post on Instagram

 

London nights #priyankachopra #nickjonas

A post shared by Priyanka-Chopra.us (@priyankacentral) on

ଏଠାରେ ଆମେ କହି ରଖୁଛୁ ଯେ ପ୍ରିୟଙ୍କା ଚୋପ୍ରା ବିବାହ ପରେ ୩ଥର ରିସେପଶନ ପାର୍ଟି ଦେଇଥିଲେ । ଏବେ ଏଭଳି ମଧ୍ୟ ଖବର ଶୁଣିବାକୁ ମିଳୁଛି ଯେ ପ୍ରିୟଙ୍କା ଏବଂ ନିକ ଆମେରିକାରେ ନିଜ ଫ୍ୟାମିଲି ଏବଂ ଫ୍ରେଣ୍ଡଙ୍କୁ ୟୁଏସରେ ଗ୍ରାଣ୍ଡ ପାର୍ଟି ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More