Only for Entertainment

ମୁମ୍ବାଇ ଆସିବା ପରେ ସ୍ୱାମୀଙ୍କ ସହ ଏଭଳି ଡ୍ରେସରେ ନଜର ଆସିଲେ ପ୍ରିୟଙ୍କା, ୟୁଜର୍ସ କହିଲେ ମା-ପୁଅ !

78

ପ୍ରିୟଙ୍କା ଚୋପ୍ରାଙ୍କ ଗ୍ରାଣ୍ଡ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଏହାପରେ ତାଙ୍କର ଗୋଟେ ପରେ ଗୋଟେ ଭାଇରାଲ ହେବାରେ ଲାଗିଛି । ନିକଟରେ ପ୍ରିୟଙ୍କା ତାଙ୍କ ସ୍ୱାମୀ ନିକ ଜୋନସଙ୍କ ସହ ଡେଟିଂ ଆପ ବମ୍ବଲରେ ପ୍ରମୋସନ ଇଭେଂଟରେ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ ।

ଦୁହେଁ ଜବରଦସ୍ତ ଲୁକରେ ନଜର ଆସିଥିଲେ । ବିବାହ ପରେ ପ୍ରିୟଙ୍କାଙ୍କ ଏହି ଲୁକ ଏବେ ଆହୁରୀ ସୁନ୍ଦର ଦିଶୁଛି ବୋଲି ସେଥିରେ କୌଣସି ସନ୍ଦେହ ନାହିଁ । ତେବେ ଏହି ଫଟୋରେ ସୋସିଆଲ ମିଡିଆରେ କିଛି ପ୍ରଶଂସା କରୁଥିବା ବେଳେ କିଛି ଲୋକଙ୍କୁ ତାଙ୍କର ଏହି ଲୁକ ପସନ୍ଦ ଆସି ନାହିଁ । ନିକଙ୍କୁ ଅନେକ ଲୋକ ତାଙ୍କର ଡିଜଇନର ଚେଂଜ କରିବାକୁ ରାୟ ଦେଇଥିବା ବେଳେ ଆଉ କିଛି ଜଣ ଦୁହିଁଙ୍କ ଯୋଡିକୁ ମା-ପୁଅ ଯୋଡି ବୋଲି କମେଂଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More